www.samajalive.in
Wednesday, December 10, 2025
23.1 C
Bhubaneswar

ଜଙ୍ଗଲୀ ମଇଁଷି ଆକ୍ରମଣରେ ୨ ଆହତ

ଚୌଦ୍ୱାର: ଜଙ୍ଗଲୀ ମଇଁଷି ଆକ୍ରମଣରେ ଜଣେ ଆହତ ଓ ଜଣେ ଗୁରତର ଆହତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାଇ ଶାଳଗଁ ପଂଚାୟତର ନାଣ୍ଡୁଆ ଗାଁ ଚାଷଜମୀକୁ ଚାଷ କରିବା ନିମନ୍ତେ ଯାଇଥିବା ସେହିଗ୍ରାମର ସାଧୁଚରଣ ଜଟ ଗୁରୁତର ହୋଇଥିବା ବେଳେ ନେଳିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଆହତ ହୋଇଛନ୍ତି। ଗତ କିଛିଦିନ ହେବ ଜଙ୍ଗଲୀ ମଇଁଷି ଅଂଚଳରେ ଆତଙ୍କ ସୃଷ୍ଟି କରିଥିବା ନେଇ ପଂଚାୟତ ବାସୀ ଭୟଭିତ ଅବସ୍ଥାରେ ଅଛନ୍ତି। ଏନେଇ ବହୁବାର ବନ ବିଭାଗକୁ ଜଣାଇଲେ ମଧ୍ୟ ବନ ବିଭାଗ କୌଣସୀ କର୍ଯ୍ୟାନୁଷ୍ଠାନ ନେଉନାହିଁ। ଯାହା ଫଳରେ ଧନଜୀବନ କ୍ଷତି ହେଉଛି। ଆଗାମୀ ଦିନରେ ବନ ବିଭାଗ ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବୀ କରିଛନ୍ତି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories