www.samajalive.in
Monday, December 8, 2025
24.1 C
Bhubaneswar

ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କ ଜୀବନୀ ଉପରେ ଆଧାରିତ ୩ଟି ପୁସ୍ତକ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ଡେସ୍କ: ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କ ଜୀବନୀ ଉପରେ ଆଧାରିତ ତିନୋଟି ପୁସ୍ତକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭିଡିଓ କନଫରେନ୍ସିଂ ଜରିଆରେ ଉନ୍ମୋଚନ କରିବେ। ଶ୍ରୀ ନାଇଡୁଙ୍କ ୭୫ତମ ଜନ୍ମଦିନ ଅବସରରେ ହାଇଦ୍ରାବାଦର ଗାଚିବୋଲିସ୍ଥିତ ଅନ୍ବାୟା ସମ୍ମିଳନୀ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

କେଜ୍ରିଓ୍ଵାଲଙ୍କୁ ବିଚାର ବିଭାଗୀୟ ହେପାଜତ ପଠାଇବା ପ୍ରସଙ୍ଗ, ରାୟ ସଂରକ୍ଷିତ

- Advertisement -

ଦ ହିନ୍ଦୁର ହାଇଦ୍ରାବାଦ ସଂସ୍କରଣର ପୂର୍ବତନ ସମ୍ପାଦକ ଏସ୍ ନାଗେଶ କୁମାରଙ୍କ ଦ୍ୱାରା ଲିଖିତ ଭେଙ୍କେୟା ନାଇଡୁଙ୍କ ଜୀବନୀ – ଲାଇଫ୍ ଇନ୍ ସର୍ଭିସକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ। ପ୍ରଧାନମନ୍ତ୍ରୀ ପୂର୍ବତନ ସଚିବ ଏ.ଆଇ.ବି ସୁବ୍ବାରାଓଙ୍କ ଦ୍ୱାରା ସଂକଳିତ ‘ସେଲିବ୍ରେଟିଙ୍ଗ ଭାରତ-ଦ ମିଶନ ଆଣ୍ଡ ମେସେଜ ଅଫ ଶ୍ରୀ ଏମ ଭେଙ୍କିଆ ନାଇଡୁ ଆଜ ୧୩ ଭାଇସ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ଏବଂ ସଞ୍ଜୟ କିଶୋରଙ୍କ ଦ୍ୱାରା ସଂକଳିତ ସଚିତ୍ର ଜୀବନୀ ମହାନେତା – ଲାଇଫ ଆଣ୍ଡ ଜର୍ଣ୍ଣି ଅଫ ଶ୍ରୀ ଏମ ଭେଙ୍କିଆ ନାଇଡୁ ଉନ୍ମୋଚନ କରିବେ।

ଜୁଲାଇ ପହିଲାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories