କେଜ୍ରିଓ୍ଵାଲଙ୍କୁ ବିଚାର ବିଭାଗୀୟ ହେପାଜତ ପଠାଇବା ପ୍ରସଙ୍ଗ, ରାୟ ସଂରକ୍ଷିତ

ଡେସ୍କ: ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ବିଚାର ବିଭାଗୀୟ ହେପାଜତକୁ ନେବାକୁ ସିବିଆଇ କରିଥିବା ଆବେଦନ ଉପରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଆଜି ରାୟ ସଂରକ୍ଷିତ ରଖିଛନ୍ତି। ଶୁଣାଣି ସମୟରେ ଅବକାଶକାଳୀନ ବିଚାରପତି ସୁନେନା ଶର୍ମା କହିଛନ୍ତି ଯେ ପୁଲିସ ରିମାଣ୍ଡ ଅବଧି ସରିବା ପରେ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବା ବ୍ୟତୀତ କୋର୍ଟ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ଆମ୍ ଆଦମୀ ପାର୍ଟି ସୁପ୍ରିମୋଙ୍କୁ ପଚରାଉଚରା … Continue reading କେଜ୍ରିଓ୍ଵାଲଙ୍କୁ ବିଚାର ବିଭାଗୀୟ ହେପାଜତ ପଠାଇବା ପ୍ରସଙ୍ଗ, ରାୟ ସଂରକ୍ଷିତ