www.samajalive.in
Sunday, December 7, 2025
16.1 C
Bhubaneswar

ଗାଧୁଆଘର ବାସ୍ତୁ ; ଏହି ଜିନିଷ ଥିଲେ ଟାଣି ଆଣେ ଦୁର୍ଭାଗ୍ୟ, ଟଙ୍କା ଅଭାବ, କରି ଦିଏ କାଙ୍ଗାଳ..

ଅନେକ ସମୟରେ ଦେଖାଯାଏ,ଲୋକେ ଅନେକ ପରିଶ୍ରମ କରିବା ପରେ ମଧ୍ୟ ଆର୍ଥିକ ସ୍ଥିତିରେ ସମସ୍ୟା ଲାଗି ରହିଥାଏ। ବାସ୍ତୁ ଅନୁଯାୟୀ, ଘରର ପ୍ରତ୍ୟେକ ଅଂଶ ମହତ୍ତ୍ୱ ପୂର୍ଣ୍ଣ। ଶୟନ କକ୍ଷ, ରୋଷେଇ ଘର ଭଳି ଗାଧୁଆଘରର ମଧ୍ୟ ମହତ୍ତ୍ୱ ରହିଛି। ତେବେ ଏଭଳି କେତେକ ଜିନିଷ ରହିଛି, ଯାହାକୁ ଗାଧୁଆ ଘରେ ରଖିବା ଉଚିତ୍ ନୁହେଁ। ଜାଣନ୍ତୁ..

ବାସ୍ତୁ ଶାସ୍ତ୍ର ଅନୁସାରେ ଗାଧୁଆ ଘରେ କଦାପି ଛିଣ୍ଡା ଚପଲ ରଖନ୍ତୁ ନାହିଁ। ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଭୁଲରେ ମଧ୍ୟ ଏଭଳି ଚପଲ ରଖନ୍ତୁ ନାହିଁ।

ବାସ୍ ଗୋଟିଏ ସରଳ ଉପାୟ; ତକିଆ ତଳେ ରଖି ଦିଅନ୍ତୁ ; ଧନ ଅଭାବ ଠାରୁ ଦୂର ହେବ ରାହୁଙ୍କ ପ୍ରଭାବ..

- Advertisement -

ଗାଧୁଆ ଘରେ କଦାପି ଓଦା ଲୁଗା ରଖନ୍ତୁ ନାହିଁ। ସଫା କରିବା ମାତ୍ରେ ଏହାକୁ ନେଇ ବାହାରେ ଶୁଖାଇ ଦିଅନ୍ତୁ। ଓଦା ବସ୍ତ୍ର ରଖିବା ଦ୍ୱାରା ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ଦୁର୍ବଳ ହେବା ସହ ସୂର୍ଯ୍ୟ ଦୋଷ ଲାଗି ଥାଏ।

ଗାଧୁଆ ଘରେ ଭଙ୍ଗା କାଚ କିମ୍ବା ଭଙ୍ଗା ଆଇନା ରଖନ୍ତୁ ନାହିଁ। ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ଟଙ୍କାର ଅଭାବ ମଧ୍ୟ ଲାଗି ରହିଥାଏ। ଯେତେ ରୋଜଗାର କଲେ ନିଅଣ୍ଟ ହୋଇଥାଏ।

ଗାଧୁଆ ଘରେ ଖାଲି ବାଲତି କଦାପି ରଖନ୍ତୁ ନାହିଁ। ଏଭଳି ବାଲତି ଘରେ ଦୁର୍ଭାଗ୍ୟକୁ ଟାଣି ଆଣି ଥାଏ। ଗାଧୁଆ ଘରେ ସର୍ବଦା ବାଲତିରେ ପାଣି ଭର୍ତ୍ତି କରି ରଖନ୍ତୁ।

କଳରୁ ସର୍ବଦା ଟପଟପ୍ ପାଣି ପଡିବା ମଧ୍ୟ ଶୁଭ ନୁହେଁ। ଏହାକୁ ତୁରନ୍ତ ଠିକ୍ କରି ଦିଅନ୍ତୁ ନଚେତ୍ କାଙ୍ଗାଳ କରି ଦେଇଥାଏ।

ବର୍ଷା ଦିନେ ଖରାପ ହୋଇପାରେ ଏସି ; କରନ୍ତୁ ନାହିଁ ଏହି ଭୁଲ୍..

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories