www.samajalive.in
Saturday, December 6, 2025
23.1 C
Bhubaneswar

ବିଶ୍ବର ପ୍ରଥମ ଫୋନ୍ ଯେଉଁଥିରେ ମିଳୁଛି ୪ ବର୍ଷର ଓ୍ବାରେଣ୍ଟି

ନୂଆଦିଲ୍ଲୀ : ଲେନୋଭୋ ୨୫ ଜୁନରେ ଚୀନରେ ଏକ ନୂଆ ପ୍ରଡକ୍ଟ ଲଞ୍ଚ୍ କନଫରେନ୍ସରେ ମୋଟୋରୋଲାର କିଛି ନୂଆ ଫୋନ୍ ପ୍ରଦର୍ଶିତ କରିଛି । କମ୍ପାନୀ ପୂର୍ବରୁ ହିଁ ସ୍ପଷ୍ଟ କରିଛି କି କାର୍ଯ୍ୟକ୍ରମ ଅବସରରେ ରେଜର ୫୦, ରେଜର ୫୦ ଅଲ୍ଟ୍ରା ଓ ମୋଟୋ ଏ୫୦ ନିଓର ଅନାବରଣ ହେବ । ଏବେ ମୋଟୋରୋଲା ଏହା ମଧ୍ୟ କହିଛି କି ମୋଟୋ ଏସ୫୦ ନିଓ ସମ୍ପୂର୍ଣ୍ଣ ୪ ବର୍ଷର ଓ୍ବାରେଣ୍ଟି ସହିତ ଆସିବ । ଏହା ବିଶ୍ବର ପ୍ରଥମ ସ୍ମାର୍ଟଫୋନ୍ ହେବ ଯେଉଁଥିରେ ଏତେ ଲମ୍ବା ଅବଧିର ଓ୍ବାରେଣ୍ଟି ମିଳିବ । ସାଧାରଣତଃ ଫୋନ ବର୍ଷେ ବା ୨ ବର୍ଷର ଓ୍ବାରେଣ୍ଟି ସହିତ ଆସିଥାଏ ।

ଏହା ପୂର୍ବରୁ ସାଓମି, ଓ୍ବନପ୍ଲସ୍, ଲେନୋଭୋ ଏବଂ ଅନ୍ୟ କମ୍ପାନୀମାନଙ୍କର କିଛି ମଡେଲ ୨ ବର୍ଷର ଓ୍ବାରେଣ୍ଟି ସହିତ ଆସୁଥିଲା । ତେବେ କିଛି ଫୋନରେ ସର୍ବାଧିକ ୩ ବର୍ଷର ଓ୍ବାରେଣ୍ଟି ମିଳୁଥିଲା । କିନ୍ତୁ ମୋଟୋରୋଲା ଏସ୫୦ ନିଓ ୪ ବର୍ଷର ଓ୍ବାରେଣ୍ଟି ସହିତ ଇଣ୍ଡଷ୍ଟ୍ରିରେ ଏକ ନୂଆ ଷ୍ଟାଣ୍ଡାର୍ଡ ସ୍ଥାପନ କରିଛି । ଏହି ଅବଧି ମଧ୍ୟରେ କୌଣସି ବି ସମସ୍ୟା ହେଲେ ଉପଭୋକ୍ତା ସର୍ଭିସ୍ ସେଣ୍ଟର ଯାଇପାରିବେ ଏବଂ ସମସ୍ୟାର ସମାଧାନ କରିପାରିବେ ।

- Advertisement -

ଏଥିରେ ୬.୬ ଇଞ୍ଚର ଓଏଲଇଡି କର୍ଭଡ-ଏଜ୍ ସ୍କ୍ରି ରହିଛି ଯାହା ଫୁଲ୍ ଏଚଡି ପ୍ଲସ୍ ରିଜୋଲ୍ୟୁସନ ଏବଂ ୧୨୦ ହର୍ଟଜ ରିଫ୍ରେଟ୍ ରେଟ୍ ସହିତ ଅଣ୍ଡର-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସ୍କାନର ସହିତ ଆସିଥାଏ । ଏଥିରେ ୫ ହଜାର ଏମଏଏଚର ବ୍ୟାଟେରୀ ରହିବା ସମ୍ଭାବନା ରହିଛି । ଏଥିରେ ୫୦ ମେଗାପିକ୍ସେଲ ଡୁଆଲ ରିୟର କ୍ୟାମେରା ଏବଂ ୩୨ ମେଗାପିକ୍ସେଲର ଫ୍ରଣ୍ଟ୍ କ୍ୟାମେରା ମିଳିବ ।

ବିନା ଯୁଦ୍ଧରେ ହାରିବ ଚୀନ, ସମୁଦ୍ର ତଳେ ଲୁଚିଥିବା ଖଣିଜ ପାହାଡ଼ ଉପରେ ଭାରତକୁ ମିଳିବ ଅଧିକାର

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories