www.samajalive.in
Wednesday, December 10, 2025
16.1 C
Bhubaneswar

ସୁପର-୮ରୁ ପାକିସ୍ତାନ ଆଉଟ

ନୂଆଦିଲ୍ଲୀ: ଟି-୨୦ବିଶ୍ବକପରେ ବଡ଼ ଧରଣର ଓଲଟପାଲଟ ହୋଇଥିବା ସୂଚନା ମିଳିଛି। ଶକ୍ତିଶାଳୀ ପାକିସ୍ତାନ ଟିମ ସୁପର-୮ରୁ ବାଦ ପଡ଼ିଥିବା ସାମ୍ନାକୁ ଆସିଛି। ଆମେରିକା-ଆୟର୍ଲାଣ୍ଡ ବର୍ଷାରେ ମ୍ୟାଚ ବାତିଲ ଯୋଗୁଁ ପାକିସ୍ତାନ ଆଉଟ ହୋଇଥିବା ଜଣାପଡ଼ିଛି। ଫଳରେ ସୁପର-୮ରୁ ପାକିସ୍ତାନ ବାଦ ପଡ଼ିଛି ଏବଂ ଆମେରିକା ଯୋଗ୍ୟତା ହାସଲ କରିଛି। ଏହାସହିତ ‘ଗ୍ରୁପ-ଏ’ରୁ ‘ଗ୍ରୁପ-୮’କୁ ଭାରତ ଓ ଆମେରିକା ଉନ୍ନୀତ ହୋଇଥିବା ସୂଚନା ମିଳିଛି।

Hot this week

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Related Articles

Popular Categories