www.samajalive.in
Saturday, December 13, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ: ଜଳବନ୍ଦୀ ରାସ୍ତାରେ କେମିତି ଶୋଇ ଶୋଇ ଯାତ୍ରା କରୁଛନ୍ତି ଯୁବକ…

ସମାଜ ଡିଜିଟାଲ ଡେସ୍କ: ଦେଶର ବିଭିନ୍ନ ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଲାଣି। ଏହା ଫଳରେ ବର୍ଷା ବି ଆରମ୍ଭ ହେଲାଣି, ଯାହାଦ୍ୱାରା ଜନସାଧାରଣଙ୍କୁ ଅସହ୍ୟ ଗରମ ଏବଂ ଖରାତାତିରୁ ସାମାନ୍ୟ ତ୍ରାହି ମିଳିଛି। ଆଉ କିଛି ଅଞ୍ଚଳରେ ପ୍ରାକ୍‌‌ ମୌସୁମୀ ବର୍ଷା ଲୋକଙ୍କୁ ଆନନ୍ଦ ଦେଇଛି। ତେବେ ମୌସୁମୀ ବର୍ଷା ଆସିଲେ ଲୋକେ ଏହାକୁ ବେଶ୍‌‌ ଉପଭୋଗ କରୁଥିବାର ଦେଖାଯାଇଥାଏ। ଏମିତି ଜଣେ ଯୁବକଙ୍କୁ ଦେଖିବାକୁ ମିଳିଛି ପୁଣେରେ। ଯିଏକି ଏକ ଭିନ୍ନ ଢଙ୍ଗରେ ପ୍ରାକ୍‌‌ ମୌସୁମୀ ବର୍ଷାର ମଜା ନେଇଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

- Advertisement -

ପୁଣେରେ ପ୍ରାକ୍‌‌ ମୌସୁମୀ ବର୍ଷା ଯୋଗୁ ରାସ୍ତାଘାଟ ଜଳବନ୍ଦୀ ହୋଇଯାଇଥିଲା। ରାସ୍ତାରେ ଆଣ୍ଟୁଏ ପାଣି ପ୍ରବାହିତ ହୋଇଥିଲା। ତେବେ ଏହି ସମୟରେ ଜଣେ ଯୁବକ ରାସ୍ତାରେ ସର୍ଫିଂ କରୁଥିବା ଦେଖିବାକୁ ମିଳିଥିଲା। ଯୁବକ ଜଣକ ଜଳବନ୍ଦୀ ରାଜପଥରେ ଏକ ପ୍ଲାଷ୍ଟିକ ସୋଲ ଉପରେ ଶୋଇ ରାସ୍ତାରେ ଯାଉଥିଲେ। ଲୋକମାନେ ଏହା ଦେଖି ମଜା ନେଉଥିବାବେଳେ କେହି କେହି ଏହାର ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଶେୟାର କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories