www.samajalive.in
Saturday, December 13, 2025
26.1 C
Bhubaneswar

ଲୋକସଭା ଫଳାଫଳ: ଏନଡିଏ ୩୦୪, ଇଣ୍ଡି ମେଣ୍ଟ ୨୧୦ ଆସନରେ ଆଗୁଆ

ସମାଜ ଡିଜିଟାଲ ଡେସ୍କ: ମଙ୍ଗଳବାର ଭୋଟ ଗଣତି ଆରମ୍ଭ ହୋଇଛି। ପୂର୍ବାହ୍ନ ସାଢ଼େ ୧୦ଟା ସୁଦ୍ଧା ୫୪୫ ଲୋକସଭା ଆସନ ମଧ୍ୟରୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ୩୦୪ ଆସନରେ ଆଗୁଆ ରହିଛି। ଅନ୍ୟପଟେ ଇଣ୍ଡି ମେଣ୍ଟ ୨୧୦ ଆସନରେ ଆଗୁଆ ରହିଛି।

ଏନଡିଏରେ ବିଜେପି ୨୫୦ ଆସନରେ ଆଗୁଆ ଥିବାବେଳେ ତେଲୁଗୁଦେଶମ ପାର୍ଟି (ଟିଡିପି) ୧୫, ଜେଡିୟୁ ୮, ଏସଏଚଏସ ୧୦, ଏଲଜେପିଆରଭି ୫, ଜେଡିଏସ ୩ ଆସନରେ ଆଗୁଆ ରହିଛି। ସେହିପରି ଇଣ୍ଡି ମେଣ୍ଟର କଂଗ୍ରେସ ୯୭ ଆସନରେ ଆଗୁଆ ଥିବାବେଳେ ସମାଜବାଦୀ ପାର୍ଟି ୩୫, ତୃଣମୂଳ କଂଗ୍ରେସ ୨୨, ଡିଏମକେ ୨୦, ଏନସିପି(ଏସପି) ୭, ଆରଜେଡି ୬, ସିପିଏମ ୪ ଏବଂ ଆମ ଆଦମୀ ପାର୍ଟି ୪ ଆସନରେ ଆଗୁଆ ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories