ଅପରାହ୍ଣ ୪ଟା ମୁଖ୍ୟ ଖବର
ପୁରୀ : ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା ; ଆଉ ୨ ମୃତ..
ଭୁବନେଶ୍ୱର : ତାତିରୁ ମିଳୁ ନାହିଁ ନିସ୍ତାର..
ଶୁକ୍ରବାର ଦିନ ସାଢେ ୨ଟା ସୁଦ୍ଧା ୪୫ ଡିଗ୍ରୀ ଟପିଛି ତାପମାତ୍ରା..
ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ୩ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ -ଏସଆରସି ସତ୍ୟବ୍ରତ ସାହୁ
ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖରାରେ କାମ କରାଇବାକୁ ବାରଣ କରାଯାଇଛି..
ବୁଧଙ୍କ ରାଶି ପରିବର୍ତ୍ତନ ; ଏହି ରାଶିଙ୍କ ପୂରା ବଦଳିଯିବ ଭାଗ୍ୟ, ମିଳିବ ଧନ,ଚାକିରି, ଖାଲି ମିଳିବ ସଫଳତା..
ସାଢେ ୨ଟା ସୁଦ୍ଧା ସମ୍ବଲପୁର ତାପମାତ୍ରା ୪୫.୨ଡିଗ୍ରୀ..
ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ମତଦାନ..
ଦେଶରେ ୫୭ଆସନରେ ହେବ ଭୋଟ ଗ୍ରହଣ..
ରାଜ୍ୟରେ ୬ଲୋକସଭା ଓ ୪୨ଟି ବିଧାନସଭା ଆସନରେ ହେବ ମତଦାନ..
ନୂଆଦିଲ୍ଲୀ: ଦେଶରେ ଭୀଷଣ ଗ୍ରୀଷ୍ମପ୍ରବାହ ଯୋଗୁ ୨୩୭ ଜଣଙ୍କ ମୃତ୍ୟୁ..
ଉତ୍ତରପ୍ରଦେଶରେ ସର୍ବାଧିକ ୧୬୪ ଓ ବିହାରରେ ୭୩ ଜଣ ପ୍ରାଣ ହରାଇଥିବା ସୂଚନା..
ବାରମ୍ବାର ହାଇ, ପାଦ ଝିମଝିମ୍ ହେଉଛି କି? ଜାଣନ୍ତୁ ଏହି ସଙ୍କେତ ଦିଏ କେଉଁ ଭିଟାମିନ୍ ଅଭାବର ଲକ୍ଷଣ..
Comments are closed.