ବାରମ୍ବାର ହାଇ, ପାଦ ଝିମଝିମ୍ ହେଉଛି କି? ଜାଣନ୍ତୁ ଏହି ସଙ୍କେତ ଦିଏ କେଉଁ ଭିଟାମିନ୍ ଅଭାବର ଲକ୍ଷଣ..

ଅଧିକାଂଶ ସମୟରେ କାର୍ଯ୍ୟାଳୟରେ କାମ କରିବା ସମୟରେ ହେଉ କିମ୍ବା ଘରେ ବାରମ୍ବାର ହାଇ ଆସିବାକୁ ଲାଗିଥାଏ। ଏଥିପାଇଁ ସହକର୍ମୀଙ୍କ ନିକଟରେ ଲଜ୍ଜିତ ମଧ୍ୟ ହେବାକୁ ପଡିଥାଏ। ସେହିପରି ଅନେକ ସମୟରେ ପାଦ, ହାତ ତଥା ଶରୀରର ଅନେକ ସ୍ଥାନରେ ଝିମଝିମ୍ ଅନୁଭୂତ ହୋଇଥାଏ। ଯେପରି ପାଦ ଭୂମିରେ ଲଗାଇ ହେବ ନାହିଁ। ଏଭଳି ଲକ୍ଷଣ ସାଧାରଣ। ପ୍ରାୟତଃ ଅଧିକାଂଶଙ୍କ ନିକଟରେ ଏହି ଲକ୍ଷଣ ଦେଖାଯାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ଏଭଳି ଲକ୍ଷଣ ଦେଖାଯିବା କିଛି ଭିଟାମିନ୍ … Continue reading ବାରମ୍ବାର ହାଇ, ପାଦ ଝିମଝିମ୍ ହେଉଛି କି? ଜାଣନ୍ତୁ ଏହି ସଙ୍କେତ ଦିଏ କେଉଁ ଭିଟାମିନ୍ ଅଭାବର ଲକ୍ଷଣ..