ବୁଧଙ୍କ ରାଶି ପରିବର୍ତ୍ତନ ; ଏହି ରାଶିଙ୍କ ପୂରା ବଦଳିଯିବ ଭାଗ୍ୟ, ମିଳିବ ଧନ,ଚାକିରି, ଖାଲି ମିଳିବ ସଫଳତା..

ଜାତକରେ ବୁଧ ଗ୍ରହ ଉତ୍ତମ ସ୍ଥିତିରେ ରହିଲେ, ବ୍ୟକ୍ତି ବୁଦ୍ଧିମାନ, ଉତ୍ତମ ବାଣୀ, ବିଦ୍ୟା ଓ ବିଶିଷ୍ଟ ବ୍ୟବସାୟୀ ହୋଇଥାଆନ୍ତି। ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କର ପଦନ୍ନୋତି ହେବ। ବୁଧ ଗ୍ରହ ମିଥୁନ ରାଶିର ସ୍ୱାମୀ। ବୁଧଙ୍କୁ ଗ୍ରହଙ୍କ ରାଜକୁମାର କୁହାଯାଏ। ବୁଧଙ୍କ ଶୁଭ ଫଳ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିଥାଏ।ମେ’ ୩୧ରୁ ବୁଧ ଗ୍ରହ ଚଳନ କରିବେ। ବୁଧ ମେଷ ରାଶିରୁ ବୃଷ ରାଶିରେ ପ୍ରବେଶ କରିବେ। ବୁଧଙ୍କ ଚଳନ କିଛି ରାଶି ବ୍ୟକ୍ତି ବିଶେଷଙ୍କ … Continue reading ବୁଧଙ୍କ ରାଶି ପରିବର୍ତ୍ତନ ; ଏହି ରାଶିଙ୍କ ପୂରା ବଦଳିଯିବ ଭାଗ୍ୟ, ମିଳିବ ଧନ,ଚାକିରି, ଖାଲି ମିଳିବ ସଫଳତା..