www.samajalive.in
Saturday, December 13, 2025
21.1 C
Bhubaneswar

ଦେଖନ୍ତୁ ଭିଡିଓ ; ଚମତ୍କାର ଅଭିନୟ କଲା ହରିଣ ,ବୋକା ପାଲଟିଗଲେ ଚିତାବାଘ, ହେଟାବାଘ, କଲା ଏମିତି..

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଦୁନିଆରେ ଅନେକ ସମୟରେ ବନ୍ୟ ଜୀବଜନ୍ତୁଙ୍କ ସହ ଜଡିତ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଅନେକ ସମୟରେ ଏପରି କିଛି ଭିଡିଓ ଯାହା ନିଶ୍ଚୟ ଆଶ୍ଚର୍ଯ୍ୟ ଚକିତ କରିଥାଏ। ଏବେ ଏଭଳି ହିଁ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଭିଡିଓଟି ଏକ ଚିତାବାଘ, ହେଟା ବାଘ ଓ ହରିଣର।


ଭିଡିଓଟିରେ ଦେଖାଯାଉଛି ଜଙ୍ଗଲର ମଧ୍ୟ ଭାଗରେ ଚିତାବାଘ ଓ ହେଟା ବାଘ ମଧ୍ୟରେ ଶିକାର ପାଇଁ ଲଢେଇ ହେଉଛି। ସେହି ସମୟରେ ଏପରି କିଛି ହେଉଛି , ଯାହାକୁ ଦେଖି ସଭିଏଁ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।
ଭିଡିଓରେ ଦେଖିପାରିବେ ଚିତାବାଘ ଏକ ହରିଣ ଶିକାର କରିବାକୁ ଚେଷ୍ଟା କରୁଛି। ସେହି ସମୟରେ ଏକ ହେଟାବାଘ ଆସୁଛି। ଏହାପରେ ବାଘ ଶିକାରକୁ ଛାଡି ଦେଉଛି। ପୁଣି ଥରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି। ମାତ୍ର ହେଟାବାଘର ଆକ୍ରମଣକୁ ଦେଖି ଚିତାବାଘ ପଳାଉଛି। ଭୂମି ଉପରେ ପଡିଥିବା ହରିଣଟି ଉଭୟଙ୍କ ଝଗଡାର ସୁଯୋଗ ନେଇ ସେଠାରୁ ନିଜ ଜୀବନ ବଞ୍ଚାଇ ଡିଆଁ ମାରି ଜଙ୍ଗଲ ଭିତରକୁ ପଳାଉଛି। ଭିଡିଓକୁ ଦେଖି ଜଣାପଡିଛି ହରିଣ ନିଜ ଜୀବନ ବଞ୍ଚାଇବାକୁ ମରିବାର ନାଟକ କରୁଥିଲା।
ଭିଡିଓକୁ ଦେଖି ଲୋକେ ଏହାକୁ ପ୍ରଂଶସା କରିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି। କେହି କେହି ହରିଣର ଅଭିନୟକୁ ଖୁବ୍ ପ୍ରଂଶସା କରିଛନ୍ତି।

ବୁଦ୍ଧ ପୂର୍ଣ୍ଣିମାରେ ଘରକୁ ନେଇ ଆସନ୍ତୁ କଇଁଛ, ଦେଖନ୍ତୁ ଚମତ୍କାର, ଖାଲି ହେବନି ଆଲମିରା, କେମିତି ଚମକିବ ଭାଗ୍ୟ..

- Advertisement -

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories