www.samajalive.in
Tuesday, December 9, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ସମ୍ବିତ ପାତ୍ରଙ୍କ ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି..

ଜାତି, ସମ୍ପ୍ରଦାୟ ଭିତ୍ତିରେ ପ୍ରଚାର ବନ୍ଦ କରିବାକୁ କଂଗ୍ରେସ ଓ ବିଜେପିକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ..

- Advertisement -

ଅହମ୍ମଦାବାଦରେ ବିରାଟ କୋହଲିଙ୍କୁ ଧମକ, ୪ ଗିରଫ.. ଅଭ୍ୟାସ ମ୍ୟାଚ୍ ବାତିଲ କଲା ଟିମ୍‌..

ଭାରତରେ ନିଖୋଜ ଥିବା ବାଂଲାଦେଶ ସାଂସଦଙ୍କୁ କୋଲକାତାରେ ହତ୍ୟା..

ଆଗାମୀ ଦିନରେ ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡ ହେବ ପୁରୀ, ଏଠାରେ ଅନ୍ତର୍ଜାତୀୟ ବିମାନବନ୍ଦର କରାଯିବ, ପୁରୀକୁ ନିବେଶର ସୁଅ ଛୁଟିବ.. ପୁରୀକୁ ଐତିହାସିକ ନଗର କରିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ବୋଲି ଜନସଭାକୁ ସମ୍ବୋଧିତ କରି କହିଛନ୍ତି ପାଣ୍ଡିଆନ୍‌‌..

ବାଲିଆପାଳରେ ବିଜେପିର ନିର୍ବାଚନୀ ସଭା.. ସଭାସ୍ଥଳକୁ ନ ଆସି ଫେରିଗଲେ ସାଂସଦ ଅନୁଭବ ମହାନ୍ତି..

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର..

ଓଡ଼ିଶାରେ ପଡ଼ିବନି ବାତ୍ୟାର ସିଧା ପ୍ରଭାବ.. ପ୍ରେସମିଟ କରି ସୂଚନା ଦେଲେ ଆଞ୍ଚିଳିକ ପାଣିପାଗ କେନ୍ଦ୍ର ନିର୍ଦେଶିକା..

୨୬ରେ ପ୍ରକାଶ ପାଇବ ଦ୍ୱାଦଶ ପରୀକ୍ଷା ଫଳ.. ରେଜଲ୍ଟ ବାହାରିବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା..

୨୯ରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

୨୫ରେ ପୁଣି ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ..

କେନ୍ଦୁଝର ଜିଲା ଚମ୍ପୁଆରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ସାମିଲ ହେଲେ ରାମାୟଣ ସିରିଏଲର ରାମ ବା ଅଭିନେତା ଅରୁଣ ଗୋଭିଲ୍‌‌..

ବିଜେଡି ଛାଡିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ.. ବିଜେଡି ସଭାପତିଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର .. ଭିଡିଓ ବାର୍ତ୍ତା ଜରିଆରେ ଦେଲେ ସୂଚନା..

 

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories