www.samajalive.in
Saturday, December 13, 2025
21.1 C
Bhubaneswar

କେନ୍ଦୁପଲ୍ଲୀରେ ଖୋଲିଲା ଧାନମଣ୍ଡି

କଳାପଥର : ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ କେନ୍ଦୁପଲ୍ଲୀ ସେବା ସମିତିଲିଃ ରେ ସୋମବାର ସରକାରଙ୍କର ପ୍ରଥମ ଧାନମଣ୍ଡି ଖୋଲାଯାଇଛି। ନିୟମ ଅନୁସାରେ ପ୍ରତେକ ସୋମବାର ଏହି ମଣ୍ଡିରେ ଚାଷିଙ୍କ ଠାରୁ କୁଇଣ୍ଟାଲ ପିଛା ୧୭୫୦ଟଙ୍କାରେ ଧାନ କ୍ରୟ କରାଯିବ ବୋଲି ସ୍ଥିର ହୋଇଛି। ଆଜି ପୁର୍ବାହ୍ନରେ ସମବାୟ ସମ୍ପ୍ରସାରଣ ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ପଞ୍ଚାୟତଠାରେ ଧାମମଣ୍ଡି ଖଲାଯାଇ କଣ୍ଟାପୂଜା କରାଯାଇଛି। ସେବା ସମବାୟ ସମିତି ସଭାପତି ଜୟକୃଷ୍ଣ୍‍ର୍ ସାହୁଙ୍କ ପୈାରାହିତରେ କାର୍ଯ୍ୟକ୍ରମରେ ସୋସାଇଟ୍‍ ସମ୍ପାଦକ ଧରଣୀଧର ମହାନ୍ତି ଧାନ କିଣାର ସରକାରୀ ନିତି ନିୟମ ସଂମ୍ପର୍କରେ ସୂଚନା ଦେଇଥିଲେ। ସପ୍ତାହର ସୋମବାର ଏହି ମଣ୍ଡିରେ ଧାନ ବିକ୍ରି କରିପାରିବେବୋଲି ସମ୍ପାଦକ ମହାନ୍ତି ସୂଚନା ଦେଇଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories