www.samajalive.in
Saturday, December 13, 2025
26.1 C
Bhubaneswar

ଅସଦାଚରଣ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଗିରଫ

ଡେସ୍କ: ଆପ୍ ସାଂସଦ ସ୍ୱାତୀ ମାଲିଓ୍ଵାଲଙ୍କୁ ଆକ୍ରମଣ ମାମଲାରେ ଦିଲ୍ଲୀ ପୁଲିସ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହାୟକ ବିଭବ କୁମାରଙ୍କୁ ଗିରଫ କରିଛି। ଏହା ପୂର୍ବରୁ ଶ୍ରୀମତୀ ମାଲିୱାଲ ଚଳିତ ମାସ ୧୩ ତାରିଖରେ କେଜ୍ରିୱାଲଙ୍କ ବାସଭବନରେ ନିର୍ଯାତନା ଅଭିଯୋଗ କରି ବିଭବ କୁମାରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହି ଘଟଣା ଘଟିବା ଦିନ ସେ ବେଆଇନ ଭାବେ ମୁଖ୍ୟମନ୍ତ୍ରୀଙ୍କ ଘରେ ପ୍ରବେଶ କରିଥିଲେ ବୋଲି ବିଭବ କୁମାର ମାଲିୱାଲଙ୍କ ବିରୋଧରେ ପାଲଟା ଅଭିଯୋଗ ମଧ୍ୟ କରିଥିଲେ।

ଗିରଫ ପୂର୍ବରୁ ଦିଲ୍ଲୀ ପୁଲିସ ବିଭବ କୁମାରଙ୍କୁ ସିଭିଲ ଲାଇନ୍ସ ଥାନାରେ ଅଟକ ରଖି ପଚରାଉଚୁରା କରିବା ପରେ ଗିରଫ କରିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories