www.samajalive.in
Monday, December 8, 2025
24.1 C
Bhubaneswar

ଧାମରା ଏବଂ କରଞମାଳରେ କଂଗ୍ରେସର ମିଶ୍ରଣ ପର୍ବ

ଧାମରା: ୨୦୨୪ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜାତୀୟ କଂଗ୍ରେସ ଦଳ ବହୁ ଜନମତ ହାସଲ କରିବା ଉଦ୍ୟମ ଜାରୀ ରଖିଛି। ଧାମରା ଅଂଚଳର ଜଣେ ଟାଣୁଆ ନେତା ଅମୀୟ କୁମାର ମହାପାତ୍ର ଚଳିତ ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥି ହୋଇଥିବା ବେଳେ ଧାମରା ଅଂଚଳରେ ତାଙ୍କୁ ବହୁ ସମର୍ଥନ ମିଳବା ନେଇ ସେ ଆଶାବାଦୀ। ଏହାକୁ ଦୃଷ୍ଟିରେ ରଖି ଆଜି ଧାମରା ପଂଚାୟତରେ କଂଗ୍ରେସର ଏକ ମିଶ୍ରଣପର୍ବ ଅମୀୟ ମହାପାତ୍ରଙ୍କ ନେତୃତ୍ୱରେ ହୋଇଥିବା ବେଳେ ଧାମରା ପଂଚାୟତର ୬୦ ପରିବାର, କରଞମାଳ ଏବଂ କରଣପଲ୍ଲୀ ପଂଚାୟତରେ ୫୦ ପରିବାର ଅନ୍ୟ ରାଜନୈତିକ ଦଳ ଛାଡି କଂଗ୍ରେସରେ ସାମିଲ ହୋଇଥିଲେ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories