www.samajalive.in
Saturday, December 6, 2025
19.1 C
Bhubaneswar

ହୃଦଘାତରୁ ରକ୍ଷା ପାଇବା ପାଇଁ ଏସବୁ ଖାଆନ୍ତୁ..

ବର୍ତ୍ତମାନ ସମୟର ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ହୃଦଘାତର ମୁଖ୍ୟ କାରଣ ପାଲଟିଛି। ଭୁଲ୍ ଖାଦ୍ୟପେୟ କାରଣରୁ ଲୋକଙ୍କୁ ହୃଦୟ ଜନିତ ରୋଗର ସାମ୍ନା କରିବାକୁ ପଡୁଛି। ଅଧିକାଂଶ ଲୋକେ ବାହାରର ଛଣାଛଣି ଖାଦ୍ୟ ଖାଇବାକୁ ପସନ୍ଦ କରି ଥାଆନ୍ତି। ମାତ୍ର ଏସବୁ ଖାଦ୍ୟର ଅଧିକ ସେବନ କରିବା ଦ୍ୱାରା ହୃଦୟ ଉପରେ ପ୍ରଭାବ ପକାଇଥାଏ। ତେବେ ଏପରି କିଛି ଖାଦ୍ୟ ରହିଛି, ଯାହାର ସେବନ କରିବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ। ଜାଣନ୍ତୁ..
ଭୁଲ୍ ଖାଦ୍ୟପେୟ ହିଁ କମ୍ ବୟସରେ ହୃଦୟ ଜନିତ ଅନେକ ସମସ୍ୟା ସୃଷ୍ଟି କରିଥାଏ। ଏଥିରୁ ରକ୍ଷା ପାଇବା ପାଇଁ ନିଜ ଖାଦ୍ୟରେ କିଛି ସ୍ୱତନ୍ତ୍ର ଜିନିଷ ସାମିଲ କରନ୍ତୁ।

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ; ଏହି ରାଶିଙ୍କ ଖୋଲି ଯିବ ଭାଗ୍ୟ, ଦରମାରେ ବୃଦ୍ଧି, ମିଳିବ ଚାକିରି..

- Advertisement -

ନିଜ ଖାଦ୍ୟରେ ପ୍ରତ୍ୟେକ ଦିନ ସବୁଜ ପନିପରିବା ସାମିଲ କରନ୍ତୁ। ଯେପରି ପାଳଙ୍ଗ, ବନ୍ଧାକୋବି, ମେଥି, ଧନିଆ ଆଦି ଖାଦ୍ୟର ସେବନ କରନ୍ତୁ। ଏହାଦ୍ୱାରା ହୃଦୟ ସୁସ୍ଥ ରଖିବା ସହ ଶରୀର ନିରୋଗ ରହେ।
ହୃଦୟ ସୁସ୍ଥ ରଖିବା ପାଇଁ ନିୟମିତ ଡ୍ରାଏ ଫ୍ରୁଟ୍ସର ସେବନ କରନ୍ତୁ। ଅଖରୋଟ୍ ହୃଦୟ ପାଇଁ ବେଶ ଉପକାରୀ। ଏଥିରେ ଫାଇବର ପର୍ଯ୍ୟାପ୍ତ ମାତ୍ରାରେ ରହିଛି। ଯାହା ହୃଦୟକୁ ସୁସ୍ଥ ରଖିବା ସହ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ।
ଟମାଟୋରେ ଆଣ୍ଟି-ଅକ୍ସିଡାଣ୍ଟରହିଛି। ଯାହା ହୃଦୟ ପାଇଁ ଉପକାରୀ। ଏହା ହୃଦୟ ରୋଗକୁ ଶରୀର ଠାରୁ ଦୂରେଇ ରଖିଥାଏ। ଉଚ୍ଚ ରକ୍ତଚାପ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।
ହୃଦୟକୁ ସୁସ୍ଥ ରଖିବା ପାଇଁ ନିୟମିତ ସତେଜ ଫଳର ସେବନ କରନ୍ତୁ। ଏଥିରେ ଥିବା ମିନେରାଲ୍ସ, ଭିଟାମିନ୍ ଭଳି ପୋଷକ ତତ୍ତ୍ୱ କୋଲେଷ୍ଟେରୋଲ୍ , ରକ୍ତଚାପ ସହ ହୃଦୟ ଜନିତ ସମସ୍ୟାକୁ ଦୂର କରିଥାଏ।
ସକାଳର ଜଳଖିଆରେ କରନ୍ତୁ ଓଟ୍ସର ସେବନ। ନିୟମିତ ସକାଳ ଜଳଖିଆରେ ଓଟ୍ସ ଖାଇବା ଦ୍ୱାରା ଶରୀରର ଅନେକ ଉପକାର କରିଥାଏ। କୋଲେଷ୍ଟେରୋଲ୍ ସ୍ତର କମ୍ କରିଥାଏ। ନିଶାଦ୍ରବ୍ୟର ସେବନ କରନ୍ତୁ ନାହିଁ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories