www.samajalive.in
Friday, December 12, 2025
16.1 C
Bhubaneswar

ଚଳନ୍ତା ଟ୍ରକରେ ବିପଜ୍ଜନକ କାରନାମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ଭିଡିଓ ଭାଇରାଲ ହୋଇଥାଏ ଯାହା ସମସ୍ତଙ୍କୁ ଚକିତ କରିଥାଏ । ଏବେ ଠିକ୍ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଦ୍ରୁତଗତିରେ ଯାଉଥିବା ଟ୍ରକର ଷ୍ଟିୟରିଂ ଛାଡି ଷ୍ଟଣ୍ଟ ଦେଖାଉଛନ୍ତି ଚାଳକ ।

- Advertisement -

ଏକ୍ସରେ ସେୟାର ହୋଇଥିବା ଏହି ଭିଡିଓରେ ଟ୍ରକ୍ ଡ୍ରାଇଭର ସର୍ବ ପ୍ରଥମେ ଟ୍ରକର ଷ୍ଟିୟରିଂକୁ ଛାଡି ଟ୍ରକର ଡୋର ଖୋଲୁଛନ୍ତି । ଏହା ପରେ ବାହାରକୁ ଯାଉଛନ୍ତି । ଫୁଲ ସ୍ପିଡରେ ଚାଲୁଥିବା ଟ୍ରକଟି ପୂର୍ବ ଭଳି ଚାଲୁଛି । ଏହି ସମୟରେ ଚାଳକ ପୁଣି ଡୋର୍ ଖୋଲି ଆସି ଷ୍ଟିୟରିଂ ସମ୍ଭାଳୁଛନ୍ତି ।

ଏହି ଭିଡିଓ ମନୋରଞ୍ଜକ କିନ୍ତୁ ଟ୍ରାଫିକ୍ ନିୟମକୁ ଏଥିରେ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରାଯାଇଛି । ଭିଡିଓକୁ ପ୍ରାୟ ୨ କୋଟିରୁ ଅଧିକ ଲୋକ ଦେଖିସାରିଲେମି । ସମସ୍ତେ ଭିଡିଓରେ ପ୍ରତିକ୍ରିୟା ରଖି ଏମିତି ବିପଜ୍ଜନକ କାର୍ଯ୍ୟ କରିବାକୁ ବାରଣ କରୁଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories