www.samajalive.in
Friday, December 12, 2025
16.1 C
Bhubaneswar

କର୍ମଚାରୀ ଆନ୍ଦୋଳନ, ଛଅଦିନ ହେଲା ଡାକସେବା ବନ୍ଦ

ମାଲକାନଗିରି : ଗତ ଛଅଦିନ ଧରି ଅଖିଳ ଭାରତୀୟ ଗ୍ରାମୀଣ ଡାକସେବା ସଂଘର ନଅଦଫା ଦାବି ନେଇ ଆନ୍ଦୋଳନ ଚାଲିଥିବା ବେଳେ ଡାକସେବା ସମ୍ପୂର୍ଣ ବନ୍ଦ ହୋଇଯାଇଛିା ଫଳରେ ସ୍ଥାନୀୟ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତିା ମୁଖ୍ୟତଃ ଜିଡିଏସ୍‍ ସରକାରୀ ମାନ୍ୟତା ୨୦୦୬ର ବକେୟା ପ୍ରାପ୍ୟ ପ୍ରଦାନ, ଚାକିରି କାଳରେ ୧୨ ବର୍ଷ, ୨୪ ବର୍ଷ ୩୬ ବର୍ଷ ହୋଇଥିବା ଜିଡିଏସ୍‍କୁ ପଦୋନ୍ନତି ପ୍ରଦାନ, ବାର୍ଷିକ ଛୁଟି ୩୦ ଦିନ ଓ ସର୍ୱାଧୀକ ଛୁଟି ୧୮୦ ଛୁଟି ପ୍ରଦାନ, ଜିଡିଏସଙ୍କ ପରିବାରଙ୍କ ଶିକ୍ଷାଗତ ଭତା ୬ ହଜାର ଟଙ୍କା ଲାଗୁ, ନିଜ ଅଞ୍ଚଳରେ ବଦଳି ସୁବିଧା, ନିଜ ଅଞ୍ଚଳକୁ ବଦଳି ସୁବିଧା, ଗ୍ରାଚୁଇଟି ୫ ଲକ୍ଷ ଓ କମ୍ପୋଜିଟ୍‍ ଏଲାଉନ୍ସ ସହ ବିପିବି କାର୍ଯ୍ୟକୁ କମିଶନ ହିସାବରେ ନ ରଖି ସମୟ ସୀମାକୁ ବୃଦ୍ଧି କରିବା, ଏବଂ ନିୟମିତ ଭାବେ ଡାକ ଘରେ ଦୁଇ ରୁ ତିନିଜଣଙ୍କୁ ନି ଯୁକ୍ତି ଭଳି ଦାବି ରହିଛି। ଜିଲ୍ଲାର ମୁଖ୍ୟ ଡାକଘର ସହ କାଲିମେଳା, ଲଛିପେଟା, ବାଲିମେଳା, ଚିତ୍ରକୋଣ୍ଡା, ମାଥିଲି, ଖଇରପୁଟ, ସମେତ ସମସ୍ତ ବ୍ଲକ ଉପ ଡାକଘର ଓ ୬୬ଟି ଶାଖା ଡାକଘରର କର୍ମଚାରୀ ମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିବା କହିଛନ୍ତିା

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories