www.samajalive.in
Tuesday, December 9, 2025
15.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ଏନକାଉଣ୍ଟର, ୮ ମାଓବାଦୀ ନିହତ.. ଗଙ୍ଗଲୁର ଥାନା ପଡ଼ିଆ ଜଙ୍ଗଲରେ ପୁଲିସ ଓ ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ ହୋଇଥିଲା ଗୁଳିବିନିମୟ..

ଖୋର୍ଦ୍ଧା: ବାଣ ଭିଡୁଥିବାବେଳେ ବିସ୍ଫୋରଣ, ଜଣେ ଗୁରୁତର.. ବାଘମାରୀ ଥାନା ଲଖନପୁର ଗାଁରେ ବାଣ ତିଆରିବେଳେ ଅଘଟଣ.. ବାଣ ବିସ୍ଫୋରଣରେ ଉଡ଼ିଗଲା ଘରର ଆଜବେଷ୍ଟସ..

- Advertisement -

ଜଳେଶ୍ବର: ବଡ଼ବଜାରସ୍ଥିତ ଚିଟଫଣ୍ଡ ସଂସ୍ଥା ଗ୍ରୀନ ରେ’ ଅଫିସରେ ନିଆଁ.. ନିଆଁ କିପରି ଲାଗିଛି ଜଣାପଡ଼ିନି.. କିଛି ଦିନ ହେଲା ଅଫିସ ବନ୍ଦ ଥିଲା..

ମିଖାଇଲ ମିଶୁସ୍ତିନ ପୁଣି ଥରେ ହେଲେ ରୁଷ ପ୍ରଧାନମନ୍ତ୍ରୀ.. ରାଷ୍ଟ୍ରପତି ପୁଟିନ ଦେଲେ ନିଯୁକ୍ତି..

କେଜ୍ରିଓ୍ଵାଲଙ୍କୁ ଜାମିନ ସତ୍ୟର ବିଜୟ – ଆମ୍ ଆଦମୀ ପାର୍ଟି..

୭୭ତମ କାନ୍ସ ଫିଲ୍ମ ଉତ୍ସବରେ ଆୟୋଜିତ ହେବ ‘ଭାରତ ପର୍ବ’..

୫ ଦିନ ଯାଏଁ ଅଳ୍ପ କେତେକ ସ୍ଥାନରେ ବିକ୍ଷିପ୍ତ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ.. ରାତିରେ ଭିଜିବ ଟ୍ୱିନ୍ ସିଟି..

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜାମିନ.. ଜୁନ୍‌ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ..

ଅକ୍ଷୟ ତୃତୀୟା ଅବସରରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ଭୁବନେଶ୍ବର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ରାତି ୮ଟାରେ ଭୁବନେଶ୍ବରରେ ପହଞ୍ଚିବା ପରେ କରିବେ ରୋଡ୍ ଶୋ.. ରାଜ୍ୟ ବିଜେପି କାର୍ଯ୍ୟାଳୟଠାରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ୍ ଶୋ.. ମୋଦୀଙ୍କ ରୋଡ୍ ଶୋ ପାଇଁ ମାଷ୍ଟରକ୍ୟାଣ୍ଟିନଠୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ସିଲ୍ ରହିବ..

ଖୋଲିଲା କେଦାରନାଥ ମନ୍ଦିର.. ହେଲିକପ୍ଟରରୁ ମନ୍ଦିର ଉପରକୁ ହେଲା ଫୁଲ ବର୍ଷା.. ସକାଳୁ ମନ୍ଦିର ଯାଇ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ.. ଖୋଲିବାର ପ୍ରଥମ ଦିନରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼..

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories