www.samajalive.in
Friday, December 12, 2025
26.1 C
Bhubaneswar

ଲୋକମାନଙ୍କ ପ୍ରତିଶ୍ରୁତି ପୂରଣ କରିବାରେ ବିଜେପି ବିଫଳ : ପ୍ରବୀଣ ତୋଗାଡିଆ

ଭୁବନେଶ୍ୱର : ନିର୍ବାଚନକୁ ନେଇ ବିଜେପି ଲୋକମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିବାରେ ସଫଳ ହୋଇନାହିଁ। ତେଣୁ ବିଜେପି ୩ ରାଜ୍ୟରେ କ୍ଷମତାକୁ ଆସିପାରିଲା ନାହିଁ। ଚାଷୀଙ୍କୁ ଋଣମୁକ୍ତ କରିବା, ବେକାରୀଙ୍କୁ ନିଯୁକ୍ତି ଓ ରାମମନ୍ଦିର ନିର୍ମାଣ କରିବାରେ ବିଫଳ ହେବାଦ୍ୱାରା ଲୋକମାନେ ବିଜେପିକୁ ଭୋଟ ଦେଇନାହାନ୍ତି ବୋଲି ରବିବାର ଓଡ଼ିଶା ଗସ୍ତରେ ଆସିଥିବା ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଭାପତି ପ୍ରବୀଣ ତୋଗାଡିଆ କହିଛନ୍ତ। ସେ ଭଦ୍ରକ, ଜୟପୁର ଓ ଝାରସୁଗୁଡାରେ ବିଭିନ୍ନ ସଭା ଓ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories