ନାବାଳିକା ଦୁଷ୍କର୍ମକାରୀଙ୍କୁ ଆଜୀବନ ଦଣ୍ଡାଦେଶ

ସମ୍ବଲପୁର: ୨ଟି ନାବାଳିକା ଦୁଷ୍କର୍ମ ମାମଲାରେ ସମ୍ବଲପୁର  ପୋକ୍ସୋ କୋର୍ଟ ସଜା ଶୁଣାଇଛନ୍ତି। ପୋକ୍ସୋ କୋର୍ଟ ପକ୍ଷରୁ ଗୋଟିଏ ମାମଲାରେ ଦୋଷୀକୁ ଆଜୀବନ ଓ ଅନ୍ୟଟିରେ ୨୦ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି। ମହୁଲପାଲି ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ ଦଣ୍ଡାଦେଶ ଦିଆଯାଇଥିବାବେଳେ ୨୦୧୫ ଅଇଁଠାପାଲି ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

Comments are closed.