www.samajalive.in
Saturday, December 6, 2025
19.1 C
Bhubaneswar

କୁଆପଥର ମାଡରେ ବିମାନ କ୍ଷତିଗ୍ରସ୍ତ- ଆକାଶମାର୍ଗରୁ ଭୁବନେଶ୍ୱର ବିମାନବନ୍ଦରକୁ ଫେରିଲା

ଭୁବନେଶ୍ୱର – ଆକାଶମାର୍ଗରେ କୁଆପଥର ମାଡ଼ରେ ବିମାନ କ୍ଷତିଗ୍ରସ୍ତ । ଭୁବନେଶ୍ୱର ବିମାନବନ୍ଦରକୁ ଏହି ବିମାନଟି ଫେରି ଆସିଛି। କ୍ଷତିଗ୍ରସ୍ତ ହୋଇଥିବା ବିମାନରେ ସମସ୍ତଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।

ବୁଧବାରରେ ଭୁବନେଶ୍ୱରର କିଛି ଅଂଶରେ ବର୍ଷା ହୋଇଥିଲା । ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଭିସ୍ତାରାରେ ଏକ ବିମାନର କକପିଟ୍‌ ଏବଂ ଓ୍ୱିଣ୍ଡ ସିଲ୍ଡ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଉଡାଣଭରିବାର ୧୦ ମିନିଟ୍‌ ମଧ୍ୟରେ ଏହା ହୋଇଥିଲା । ଏହି ସମୟରେ ବିମାନରେ ୧୭୦ ଜଣ ଯାତ୍ରୀ ଥିବା କଥା ଭୁବନେଶ୍ୱର ବିମାନବନ୍ଦରର ନିର୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି ।

- Advertisement -

ବିମାନଟି ଏହାପରେ ଭୁବନେଶ୍ୱର ବିମାନବନ୍ଦରକୁ ଫେରି ଆସିଥିଲା । ଆଉ ଏକ ବିମାନରେ ସମସ୍ତଯାତ୍ରୀକୁ ଯିବା ପାଇଁ ବ୍ୟବସ୍ଥା କରାଯାଉଥିବା ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories