www.samajalive.in
Sunday, December 14, 2025
14.1 C
Bhubaneswar

ଅଂଶୁଘାତରେ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ

ଢେଙ୍କାନାଳ ସଦର: ଢେଙ୍କାନାଳ ସହରର ଅମରନାଥ ସିନେମା ହଲ ପଛପଟେ ନିର୍ମାଣ ଶ୍ରମିକ କାମ କରୁଥିବା ନିମାଇଁ ଚରଣ ରାଉତ(୬୫)ଙ୍କର ଅଂଶୁଘାତ ରେ ମୃତ୍ୟୁ ହୋଇ ଥିବା ଅଭିଯୋଗ କରାଯାଇଛି। ନିମାଇଁ କାମ ସାରି ଦିନ ସାଢେ ଗୋଟାଏ ବେଳେ ଖାଇ ସାରି ବିଶ୍ରାମ ନେବାକୁ ଗଲା ବେଳେ ତାଙ୍କ ଗୋଡ ହାତ ଥରି ଉଠି ଦେହରୁ ଝାଳ ବାହାରିବା ସହିତ ପାଟିରୁ ନାଳ ବାହାରି ଅଚେତ ହୋଇ ପାଡିଥିଲେ। ତାଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଡାକ୍ତର ସେଠାରେ ନିମାଇଁଙ୍କୁ ମୃତ ଘୋଷଣା କରିଥିଲେ । ସ୍ଵର୍ଗତ ରାଉତଙ୍କ ଘର ସଦର ଥାନା ଚାଉଳିଆ ପଞ୍ଚାଯତ ତିଳପଦା ଗାଁରେ।  ସେ ଜଣେ ଭଦ୍ର ଓ ମେଳାପୀ ଲୋକ ଥିଲେ। ତାଙ୍କର ମୃତ୍ୟୁରେ ଚାଉଳିଆ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories