www.samajalive.in
Sunday, December 14, 2025
23.1 C
Bhubaneswar

ଗାଁରେ ମାତିଛନ୍ତି ୫୦ଟିକିଆ ହାତୀ ପଲ

ବାଲେଶ୍ୱର: ବସ୍ତା ବ୍ଲକ ସଦାନନ୍ଦପୁର ଗାଁରେ ମାତିଛନ୍ତି ୫୦ଟିକିଆ ହାତୀ ପଲ। ଚାଷୀଙ୍କ ନିଦ ହଜାଇବା ସହ ଏକର ଏକର ଫସଲ ନଷ୍ଟ କରିଛନ୍ତି। ଗାଁରେ ପ୍ରାୟ ୧୫ରୁ ୨୦ ଏକର ଜମିରେ ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ସୂଚନା ମିଳିଛି। ମୟୂରଭଞ୍ଜ ବାଲେଶ୍ୱର ଜିଲ୍ଲା ସୀମାନ୍ତ ଜଙ୍ଗଲରେ ୫୦ଟିକିଆ ହାତୀ ପଲ ଗାଁ ମୁହାଁ ହେଉଛନ୍ତି। ଦିନରେ ଜଙ୍ଗଲରେ ରହିଥିବା ବେଳେ ରାତିରେ ଗାଁରେ ପଶି ଫସଲ ସବୁ ନଷ୍ଟ କରୁଛନ୍ତି। ଗ୍ରାମବାସୀମାନେ ଏହାକୁ ନେଇ ଚିନ୍ତାରେ ଥିବାବେଳେ ଚାଷୀମାନେ କ୍ଷତିପୂରଣ ଦାବି କରିଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories