www.samajalive.in
Friday, December 5, 2025
26.1 C
Bhubaneswar

ପାକିସ୍ତାନ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ଧକ୍କା, ପ୍ରତିବନ୍ଧକ ଜାରି କଲା ଆମେରିକା

ଡେସ୍କ: ପାକିସ୍ତାନକୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଯନ୍ତ୍ରାଂଶ ଯୋଗାଇ ଦେବା ନେଇ ଆମେରିକା ଚୀନର ୩ଟି କମ୍ପାନି ଏବଂ ବେଲାରୁସର ଗୋଟିଏ କମ୍ପାନି ଉପରେ ପ୍ରତିବନ୍ଧକ ଲଗାଇଛି। ସେହି ଚୀନ୍ କମ୍ପାନିଗୁଡ଼ିକ ହେଉଛି ଜିଆନ ଲାଙ୍ଗେ ଟେକ୍ନୋଲୋଜି ଡେଭଲପମେଣ୍ଟ, ତିଆନ୍ଜିନ୍ କ୍ରିଏଟିଭ୍ ସୋର୍ସ ଇଣ୍ଟରନ୍ୟାସନାଲ୍ ଟ୍ରେଡ୍ ଏବଂ ଗ୍ରାମପ୍ୟାକ୍ଟ କମ୍ପାନି ଲିମିଟେଡ୍। ବେଲାରୁସର କମ୍ପାନୀ ହେଉଛି ମିନ୍ସ୍କ ହ୍ୱିଲ୍ ଟ୍ରାକ୍ଟର ପ୍ଲାଣ୍ଟ। ଏହି କଂପାନିଗୁଡ଼ିକ ପାକିସ୍ତାନକୁ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ସମେତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରେ ବ୍ୟବହୃତ ସାମଗ୍ରୀ ଯୋଗାଇ ଦେଇଥିଲେ।

ଝାରସୁଗୁଡ଼ା ଡ଼ଙ୍ଗା ବୁଡି ଘଟଣାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ଶୋକ

- Advertisement -

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଥ୍ୟୁ ମିଲର୍ କହିଛନ୍ତି ଯେ, ଏହି ସଂସ୍ଥାଗୁଡ଼ିକ ଏପରି କାର୍ଯ୍ୟକଳାପ କିମ୍ବା କାରବାରରେ ନିୟୋଜିତ ଥିଲେ ଯାହା ବ୍ୟାପକ ବିନାଶକାରୀ ଅସ୍ତ୍ରଶସ୍ତ୍ର କିମ୍ବା ବିତରଣ ମାଧ୍ୟମର ପ୍ରସାରରେ ଯୋଗଦାନ କରିଥିଲା। ଏଭଳି କାର୍ଯ୍ୟକଳାପକୁ ସମର୍ଥନ କରୁଥିବା କ୍ରୟ ନେଟୱାର୍କକୁ ରୋକିବା ପାଇଁ ସମଗ୍ର ବିଶ୍ୱରେ ଅଣପ୍ରସାର ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଆମେରିକା ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories