www.samajalive.in
Friday, December 5, 2025
17.1 C
Bhubaneswar

ଇପିଏଫ୍ଓରେ ସାମିଲ ହେଲେ ୭.୭୮ ଲକ୍ଷ ନୂଆ ସଦସ୍ୟ

ଡେସ୍କ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଇପିଏଫ୍ଓରେ ଚଳିତ ବର୍ଷ ଫେବୃଆରୀ ମାସରେ ୧୫.୪୮ ଲକ୍ଷ ସଦସ୍ୟ ସାମିଲ ହୋଇଛନ୍ତି। ଇପିଏଫ୍ଓର ଅସ୍ଥାୟୀ ପେରୋଲ ତଥ୍ୟ ଅନୁଯାୟୀ ଏହି ମାସରେ ପ୍ରାୟ ୭.୭୮ ଲକ୍ଷ ନୂଆ ସଦସ୍ୟ ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ରୁ ୨୫ ବର୍ଷ ବୟସ ବର୍ଗର ୫୬.୩୬% ସଦସ୍ୟ ଅଛନ୍ତି।

ସୂଚନା ଅନୁଯାୟୀ, ପାଖାପାଖି ୧୧.୭୮ ଲକ୍ଷ ସଦସ୍ୟ ଇପିଏଫ୍ଓରୁ ବାହାରି ଯାଇଥିଲେ ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ପୁନର୍ବାର ଇପିଏଫ୍ଓରେ ଯୋଗ ଦେଇଥିଲେ। ଏହି ସଦସ୍ୟମାନେ ଚାକିରି ବଦଳାଇ ଇପିଏଫଓ ଅଧୀନରେ ଥିବା ପ୍ରତିଷ୍ଠାନଗୁଡ଼ିକରେ ପୁନର୍ବାର ଯୋଗ ଦେଇଥିଲେ। ସେମାନେ ଚୂଡ଼ାନ୍ତ ସମାଧାନ ପାଇଁ ଆବେଦନ କରିବା ପରିବର୍ତ୍ତେ ସେମାନଙ୍କର ସଞ୍ଚୟ ସ୍ଥାନାନ୍ତର କରିବାକୁ ପସନ୍ଦ କରିଥିଲେ, ଯାହା ଦ୍ୱାରା ଦୀର୍ଘକାଳୀନ ଆର୍ଥିକ ଓ ସାମାଜିକ ସୁରକ୍ଷା ବୃଦ୍ଧି କରାଯାଇଥିଲା। ପେରୋଲ ତଥ୍ୟର ଲିଙ୍ଗଭିତ୍ତିକ ବିଶ୍ଳେଷଣରୁ ଜଣାପଡିଛି ଯେ ୭.୭୮ ଲକ୍ଷ ନୂଆ ସଦସ୍ୟଙ୍କ ମଧ୍ୟରୁ ୨ ଲକ୍ଷରୁ ଅଧିକ ନୂଆ ମହିଳା ସଦସ୍ୟ ଅଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories