www.samajalive.in
Saturday, December 13, 2025
26.1 C
Bhubaneswar

ହାତ ଧରିଲେ ସିପ୍ରା ମଲ୍ଲିକ

ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତ୍ରୀ ତଥା କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ କଂଗ୍ରେସରେ ସାମିଲ ହୋଇଛନ୍ତି। ଗୁରୁବାର କଂଗ୍ରେସ ଭବନରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ବରିଷ୍ଠ ନେତା ପଞ୍ଚାନନ କାନୁନଗୋଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ସିପ୍ରା କଂଗ୍ରେସରେ ମିଶିବା ପରେ କେନ୍ଦ୍ରାପଡ଼ା ଆସନରେ ଦଳ ତାଙ୍କୁ ଟିକେଟ୍‌ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।

ବିଜେଡି ଶିବିରରେ ବର୍ଷା


ଏଥର ବିଜେଡିରୁ ଟିକେଟ୍ ପାଇବାକୁ ଆଶାୟୀ ଥିଲେ ସିପ୍ରା। ତେବେ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ବିଜେଡିରେ ମିଶିବା ପରେ ଚଳିତ ନିର୍ବାଚନରେ ସିପ୍ରାଙ୍କୁ ଟିକେଟ୍‌ ନ ମିଳିବା ନେଇ ଚର୍ଚ୍ଚା ହେବାପରେ ସିପ୍ରା ଅସନ୍ତୁଷ୍ଟ ଥିଲେ। କେନ୍ଦ୍ରାପଡ଼ା ଟିକେଟ୍‌ ପାଇଁ ସେ ଉପଯୁକ୍ତ ଦାବିଦାର ବୋଲି ନିକଟରେ ଗଣମାଧ୍ୟମରେ ସିପ୍ରା ପ୍ରକାଶ କରିଥିଲେ। ଏବେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶଙ୍ଖ ଛାଡ଼ି ହାତ ଧରିଛନ୍ତି ସିପ୍ରା ମଲ୍ଲିକ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories