www.samajalive.in
Sunday, December 7, 2025
23.1 C
Bhubaneswar

ନଦୀରେ ପଡିଗଲା ଯୁବତୀଙ୍କ ଦାମୀ ମୋବାଇଲ୍‌‌: କଣ କଲା ଡଲଫିନ୍‌‌ ଦେଖନ୍ତୁ କୌତୁକିଆ ଭିଡ଼ିଓ

ସୋସିଆଲ ମିଡ଼ିଆରେ ଅନେକ ସମୟରେ ଆଶ୍ଚର୍ଯ୍ୟଜନକ ଭିଡ଼ିଓ ଭାଇରାଲ ହୋଇଥାଏ। ଡଲଫିନର ଅନେକ ଭିଡ଼ିଓ ଭାଇରାଲ ହେବା ଆପଣ ନିଶ୍ଚିନ୍ତ ଦେଖିଥିବେ। ଏବେ ସେପରି ଏକ ଭିଡ଼ିଓ ଭାଇରାଲ ହୋଇଛି ଯାହା ସମସ୍ତଙ୍କ ମନକୁ ଛୁଇଁଛି। ଆପଣ ସମସ୍ତେ ଜାଣିଥିବେ ଡଲଫିନ୍‌‌ ଭାରି ବୃଦ୍ଧିମାନ ଏବଂ ମଣିଷ ସହିତ ସେ ଖେଳିବାକୁ ଭଲ ପାଏ।
ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ଯୁବତୀଙ୍କ ମୋବାଇଲ ନଦୀରେ ପଡିଯାଇଥିଲା। ଏହି ସମୟରେ ଡଲଫିନ୍‌‌ ମାଛଟି ମୋବାଇଲକୁ ଖୋଜି ଯୁବତୀଙ୍କୁ ଖୁବ ସୁନ୍ଦର ଭାବେ ଆଣି ଫେରାଉଛି। ଭିଡ଼ିଓ ଦେଖିବା ପରେ ଲୋକମାନେ କହିଛନ୍ତି ସତରେ ଡଲଫିନ୍‌‌ ଭାରି ବୃଦ୍ଧିମାନ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories