www.samajalive.in
Sunday, December 14, 2025
23.1 C
Bhubaneswar

ସବୁଠୁ ବଡ ବ୍ଲାକ ହୋଲ୍ ଠାବ, ଆକାର ସୂର୍ଯ୍ୟର ୩୩ ଗୁଣା

ନୂଆଦିଲ୍ଲୀ : ମହାକାଶ ଅଧ୍ୟୟନରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ବୈଜ୍ଞାନିକଙ୍କୁ ଆକାଶଗଙ୍ଗାରେ ଏମିତି ଏକ କୃଷ୍ଣ ଗର୍ତ୍ତ(ବ୍ଲାକ ହୋଲ୍) ମିଳିଛି ଯାହା ସୂର୍ଯ୍ୟଠୁ ମଧ୍ୟ ୩୩  ଗୁଣ ବଡ । ଏହି ସମ୍ବନ୍ଧରେ ନିକଟରେ ଏକ ଅଧ୍ୟୟନରେ ଜଣାପଡିଛି । ଏହି କୃଷ୍ଣ ଗର୍ତ୍ତର ନାଁ Gaia BH3 ରଖାଯାଇଛି । ପ୍ୟାରିସର ଅବର୍ଜଭଟେରୀ ସ୍ଥିତ ନ୍ୟାସନାଲ୍ ସେଣ୍ଟର ଫର୍ ସାଇଣ୍ଟିଫିକ୍ ରିସର୍ଚ୍ଚର ମହାକାଶ ଗବେଷକ Pasquale Panuzzo ଏନେଇ ଏଏଫପିକୁ ଜଣାଇଛନ୍ତି କି ଏହି କୃଷ୍ଣ ଗର୍ତ୍ତର ସନ୍ଧାନ ଅଜାଣତରେ ହୋଇଛି ।

ପ୍ରଭୁ ରାମଲାଲାଙ୍କର ସୂର୍ଯ୍ୟତିଳକ : ହେଉଛି ୯ଟି ଶୁଭ ଯୋଗ ସହ ଗ୍ରହଙ୍କ ଅଦ୍ଭୁତ ସଂଯୋଗ..

- Advertisement -

ଗ୍ରାଉଣ୍ଡ ଟେଲିସ୍କୋପ ସାହାଯ୍ୟରେ ଏହାର ଅଧ୍ୟୟନ କରାଯାଇଛି । ଏଥିରେ ସ୍ପଷ୍ଟ ହୋଇଛି କି ଏହି କୃଷ୍ଣ ଗର୍ତ୍ତ ପୂର୍ବରୁ ସାମ୍ନାକୁ ଆସିଥିବା ଅନେକ କୃଷ୍ଣ ଗର୍ତ୍ତଠୁ ବହୁତ ବଡ । ଗବେଷକ ଏନେଇ କହିଛନ୍ତି କି କେହି କଳ୍ପନା ମଧ୍ୟ କରିପାରିବେନି କି ଏତେ ବଡ କୃଷ୍ଣ ଗର୍ତ୍ତ ଆମର ଏତେ ନିକଟରେ ଅଛି । ଏମିତି ଦୃଶ୍ୟ କେବେବି  ଅଧ୍ୟୟନ ସମୟରେ ଦେଖିବାକୁ ମିଳିନଥିଲା । ଏତେ ବଡ କୃଷ୍ଣ ଗର୍ତ୍ତ ସୃଷ୍ଟି ହେବାର କାରଣ ଏବେ ବି ଏକ ରହସ୍ୟ ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories