ପ୍ରଭୁ ରାମଲାଲାଙ୍କର ସୂର୍ଯ୍ୟତିଳକ : ହେଉଛି ୯ଟି ଶୁଭ ଯୋଗ ସହ ଗ୍ରହଙ୍କ ଅଦ୍ଭୁତ ସଂଯୋଗ..

ଲଖନଉ : ଏପ୍ରିଲ ୧୭ରେ ଦେଶ ସାରା ରାମ ନବମୀ ପର୍ବ ହର୍ସ ଉଲ୍ଲାସ ସହ ପାଳନ କରାଯାଉଛି। ବାଲ୍ମିକୀ ରାମାୟଣ ଅନୁଯାୟୀ, ତ୍ରେତୟା ଯୁଗରେ ଚୈତ ମାସର ଶୁକ୍ଳପକ୍ଷର ନବମୀ ତିଥିରେ ଭଗବାନ ବିଷ୍ଣୁଙ୍କର ମାନବ ରୂପ ପ୍ରଭୁ ଶ୍ରୀରାମଙ୍କର ଜନ୍ମ ହୋଇଥିଲା। ଏହି ବର୍ଷ ଅଯୋଧ୍ୟାରେ ନିର୍ମାଣ ହୋଇଥିବା ଭବ୍ୟ ରାମ ମନ୍ଦିରରେ ମଧ୍ୟାହ୍ନ ୧୨ଟାରେ ଭଗବାନ ରାମଙ୍କର ବାଳକ ସ୍ୱରୂପ ରାମଲାଲାଙ୍କର ସୂର୍ଯ୍ୟ ତିଳକ ହେବ। ପୌରାଣିକ ମାନ୍ୟତା ଅନୁସାରେ ଭଗବାନ ରାମ … Continue reading ପ୍ରଭୁ ରାମଲାଲାଙ୍କର ସୂର୍ଯ୍ୟତିଳକ : ହେଉଛି ୯ଟି ଶୁଭ ଯୋଗ ସହ ଗ୍ରହଙ୍କ ଅଦ୍ଭୁତ ସଂଯୋଗ..