www.samajalive.in
Saturday, December 13, 2025
26.1 C
Bhubaneswar

କ୍ଷତାକ୍ତ ଅବସ୍ଥାରେ ବାରହା ଉଦ୍ଧାର

କେନ୍ଦୁଝରଗଡ଼଼: କେନ୍ଦୁଝର ସହର ଜଗନ୍ନାଥପୁରଛକସ୍ଥିତ ଆପୋଲୋ ଔଷଧ ଦୋକାନରେ ଏକ ଜଙ୍ଗଲୀ ବାରହା ହଠାତ୍‌‌ ପଶିଯିବାରୁ ଦୋକାନ ଭିତରେ ଥିବା କର୍ମଚାରୀ ଭୟଭୀତ ହୋଇ ବାହାରକୁ ଆସି ଦୋକାନ ସଟରକୁ ବନ୍ଦ କରି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର ରାପିଡ ରେସପନ୍ସ ଟିମ୍‌‌ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପିଞ୍ଜରା ସହାୟତାରେ ବାରହାଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର ସମୟରେ ବାରହା ମୁହଁ କ୍ଷତାକ୍ତ ହୋଇ ରକ୍ତ ବାହାରୁ ଥିବାବେଳେ ବାରହାଟିକୁ କେନ୍ଦୁଝର ସଦର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଣାଯାଇ ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories