www.samajalive.in
Sunday, December 14, 2025
23.1 C
Bhubaneswar

ଧଳପୁର -ଆଠମଲିକ ମହାନଦୀ ସେତୁ ଉପରେ ପୁଲିସ ଚେକିଂ ପୋଷ୍ଟ

ହରଭଙ୍ଗା :ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ହରଭଙ୍ଗା ପୁଲିସ ପକ୍ଷରୁ ଧଳପୁର -ଆଠମଲିକ ମହାନଦୀ ସେତୁ ରାସ୍ତାରେ ଏକ ଆନ୍ତଃ ଜିଲ୍ଲା ବୋର୍ଡର ତନଖି କେନ୍ଦ୍ର ଖୋଲାଯାଇଛି। ଅନୁଗୁଳ ଜିଲ୍ଲା ଏବଂ ବୌଦ୍ଧ ଜିଲ୍ଲାରୁ ଏହି ସେତୁ ରାସ୍ତା ଦେଇ ଅତିକ୍ରମ କରୁଥିବା ଗାଡି ଗୁଡିକର କଡାକଡି ଯାଞ୍ଚ କରାଯାଉଛି। ରାତ୍ରି ସମୟରେ ଅତିକ୍ରମ କରୁଥିବା ଗାଡି ଗୁଡିକର ଯାଞ୍ଚ ସହ ଭିଡିଓ ସର୍ଭିଲାନ୍ସ କରାଯାଉଥିବା ଚେକିଂ ଅଫିସର ତଥା ହରଭଙ୍ଗା ଏଏସଆଇ ଲଳିତ ମେହେର ସୂଚନା ଦେଇଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories