www.samajalive.in
Monday, December 8, 2025
24.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଇସ୍ତଫା ଦେଲେ କେଜ୍ରିଓ୍ବାଲ ସରକାରଙ୍କ ମନ୍ତ୍ରୀ ରାଜକୁମାର ଆନନ୍ଦ, ଦଳ ବି ଛାଡ଼ିଲେ..

ଅନିଲ ଅମ୍ବାନୀଙ୍କୁ ଡିଏମଆରସି ମାମଲାରେ ସୁପ୍ରିମ୍ ଝଟକା.. ହାତରୁ ଚାଲିଗଲା ୮ ହଜାର କୋଟି..

- Advertisement -

ସନ୍ଦେଶଖାଲି ଘଟଣାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ..

ବିଜେପିରୁ ଇସ୍ତଫା ଦେଲେ କଳାହାଣ୍ଡି ଜିଲା ଓବିସି ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ନାଏକ..

ବିଭ୍ରାନ୍ତିକର ବିଜ୍ଞାପନ ମାମଲା.. ଗ୍ରହଣ ହେଲାନି ରାମଦେବଙ୍କ କ୍ଷମା.. ସୁପ୍ରିମକୋର୍ଟ କହିଲେ- ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ..

ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି..

୩୮ ଜଣିଆ ସଦସ୍ୟଙ୍କୁ ନେଇ ଇସ୍ତାହାର କମିଟି ଗଠନ କଲା ବିଜେଡି..

ଓଆରଏଚଡିସି ଦୁର୍ନୀତି ମାମଲା.. ମହମ୍ମଦ ମୋକିମଙ୍କୁ ହାଇକୋର୍ଟ ଝଟକା.. ଭିଜିଲାନ୍ସ କୋର୍ଟ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ..

ଜୟପୁରରେ ଦୁଇ ବାଇକ  ଧକ୍କା.. ୩ ମୃତ , ୪ ଗୁରୁତର..

ମାଲକାନଗିରିରୁ ଛତିଶଗଡ ଯିବାବେଳେ କାରରୁ ୩ଲକ୍ଷରୁ ଅଧିକ ଟଙ୍କା ଜବତ..

ଆଉ ଟାଟୁ କରିପାରିବେନି ପୁଲିସ୍ କର୍ମଚାରୀ.. ୧୫ ଦିନ ଭିତରେ ଲିଭାଇବାକୁ ନିର୍ଦ୍ଦେଶ..

ଛତିଶଗଡ ଦୁର୍ଗ ଜିଲ୍ଲା କୁମ୍ଭାରୀ ଖପରି ରୋଡରେ ୫୦ ଫୁଟ୍‌‌ ତଳକୁ ଖସିଲା ବସ୍‌‌.. ୧୨ ମୃତ, ୧୫ ଆହତ.. ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି..

ଝଡ଼ବର୍ଷା ଯୋଗୁଁ ତାତିରୁ ଆଶ୍ବସ୍ତି ମିଳିଥିଲା.. ଆସନ୍ତା ୨ଦିନ ପରେ ପୁଣି ବଢିବ ଦିନ ତାପମାତ୍ରା..

ବନକଲାଗି ନୀତି.. ଆଜି ୪ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ..

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories