www.samajalive.in
Sunday, December 14, 2025
26.1 C
Bhubaneswar

ଯଦି ନୁଡଲ୍ସ ପସନ୍ଦ ତେବେ ଥରେ ଦେଖନ୍ତୁ ଏହି ଭିଡିଓ, ଖାଇବା ପୂର୍ବରୁ ଅନେକ ଥର ଚିନ୍ତା କରିବେ

ନୂଆଦିଲ୍ଲୀ : ସମସ୍ତଙ୍କୁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ସୁସ୍ବାଦୁ ଖାଦ୍ୟ ଖାଇବାକୁ ଭଲ ଲାଗେ । ତେବେ ଯଦିଓ ଏହା ଖାଇବାକୁ ଭଲ ଲାଗେ କିନ୍ତୁ ଏହା ସ୍ବାସ୍ଥ୍ୟ ପ୍ରତି ହିତକର ନୁହେଁ । ଏମିତି ଅନେକ ମାମଲା ଆପଣ ଖବରକାଗଜ ବା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ପାଉଥିବେ । କେଉଁଠି ଖାଦ୍ୟରେ ରଙ୍ଗ ମିଶୁଛି ତ ଆଉ କେଉଁଠି ଖାଦ୍ୟରୁ ପୋକ ବାହାରୁଛନ୍ତି । ଏମିତି ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଯଦି ଆପଣ ନୁଡଲ୍ସ ଖାଇବାକୁ ପସନ୍ଦ କରନ୍ତି ତେବେ ଏହି ଭିଡିଓ ଆପଣ ନିଶ୍ଚୟ ଦେଖିବା ଉଚିତ୍ ।

- Advertisement -

ଭିଡିଓରେ ନୁଡଲ୍ସରେ ପୋକ ଚାଲୁଥିବା ନଜର ଆସୁଛି । ତେବେ ଏହି ଭିଡିଓଟି କେଉଁ ସ୍ଥାନର ତାହା ଜଣାପଡିନି । ନୁଡଲ୍ସର ଏହି ଭିଡିଓ ଦେଖି ୟୁଜର୍ସଙ୍କୁ ଝଟକା ଲାଗିଛି । ଭିଡିଓକୁ ଏପର୍ଯ୍ୟନ୍ତ ୩୬ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି । ଭିଡିଓରେ ପ୍ରତିକ୍ରିୟା ରଖି ଜଣେ ଲେଖିଛନ୍ତି ଘର ମାଙ୍କ ହାତରନ୍ଧା ଖାଦ୍ୟ ଭଳି କିଛି ବି ହେବନି । ଅନ୍ୟ କିଛି ଜଣେ ଲେଖିଛନ୍ତି କି ଏହି ଭିଡିଓ ଦେଖିବା ପରେ ସେମାନେ ଆଉ ନୁଡଲ୍ସ ଖାଇବେନି ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories