ଆସିକା: ଭାଇକୁ ଛୁରୀ ଭୁସି ହତ୍ୟା କରିଛି ସମ୍ପର୍କୀୟ ଭାଇ। କୋଟିନଡା ଥାନା ପଢ଼ାଳ ଗାଁରେ ଯୁବକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଘରୋଇ କଳିରୁ ଉଭୟଙ୍କ ମଧ୍ୟରେ ବଚସା ପରେ ସମ୍ପର୍କୀୟ ଭାଇ ଛୁରୀ ଭୁସି ଭାଇକୁ ହତ୍ୟା କରିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି।
Popular Categories

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!