www.samajalive.in
Saturday, December 13, 2025
26.1 C
Bhubaneswar

ଗ୍ଲାସକୁ ପିଟି ପିଟି ତିଆରି କରୁଥିଲେ କଫି, ଭାଙ୍ଗିଗଲା କାଚ ଗ୍ଲାସ୍ ଆଉ ତା ପରେ…

ନୂଆଦିଲ୍ଲୀ : ଆଜିର ଡିଜିଟାଲ ଯୁଗରେ ସବୁ କିଛି ସହଜରେ ଭାଇରାଲ ହୋଇଯାଉଛି । ଏହା ମାଧ୍ୟମରେ ଜଣେ ନିଜ କଳାକୁ ସହଜରେ ଲୋକଙ୍କ ସାମ୍ନାକୁ ଆଣିପାରୁଛି ଏବଂ ପ୍ରଶଂସା ସାଉଁଟିପାରୁଛନ୍ତି । ଡଲି ଚା’ ଦୋକାନୀକୁ ଆପଣ ହୁଏତ ଜାଣିଥିବେ । ନିକଟରେ ବିଲ ଗେଟ୍ସଙ୍କ ସହ ଫଟୋ ଉଠାଇ ସେ ବେଶ୍ ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ଭିଡିଓରେ ସେ ଭିନ୍ନ ଢଙ୍ଗରେ ଚା ପ୍ରସ୍ତୁତ କରି ଗ୍ରାହକଙ୍କୁ ଦିଅନ୍ତି । ଏବେ ଠିକ୍ ଏମିତି ଏକ ଭିଡିଓ ଭାଇରାଲ ହେଉଛି । ଜଣେ ଯୁବକ କଫି ପ୍ରସ୍ତୁତ କରୁଥିବା ସମୟରେ କିଛି ଅଘଟଣ ଘଟୁଛି ଏବଂ କାଚ ଗ୍ଲାସଟି ଭାଙ୍ଗି ଯାଉଛି । ଦେଖନ୍ତୁ ଏହି ଭିଡିଓ…

- Advertisement -

ଭିଡିଓରେ ନଜର ଆସୁଛି କି ଜଣେ ଯୁବକ ଭିନ୍ନ ଅନ୍ଦାଜରେ କଫି ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଏହି ସମୟରେ ଗ୍ଲାସଟି ଭାଙ୍ଗି ଯାଉଛି । ଏହି ଭିଡିଓଟି ଭାଇରାଲ ହେବାପରେ ସମସ୍ତେ ତାଙ୍କ ମଜା ଉଡାଉଛନ୍ତି ।

୩୦ ବର୍ଷ ତଳେ ଜେଜେବାପା କିଣିଥିଲେ ୫୦୦ ଟଙ୍କାର ଅଂଶଧନ, ବର୍ତ୍ତମାନର ମୂଲ୍ୟ ଚମକାଇବ

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories