www.samajalive.in
Saturday, December 13, 2025
21.1 C
Bhubaneswar

ସବୁବେଳେ ପାଦରେ ହେଉଛି କି ଯନ୍ତ୍ରଣା? ସାବଧାନ, ସାଙ୍ଘାତିକ ରୋଗର ଲକ୍ଷଣ…

ନୂଆଦିଲ୍ଲୀ : ଆଜିର ଜୀବନଶୈଳୀରେ ପାଦ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା। କିନ୍ତୁ ଯଦି ସବୁବେଳେ ଆପଣଙ୍କ ଗୋଡରେ ଯନ୍ତ୍ରଣା ହେଉଛି । ତାହାଲେ ସାବଧାନ ହୋଇଯାନ୍ତୁ।  ଏହା କିଛି ପ୍ରମୁଖ ରୋଗର ସଙ୍କେତ ହୋଇପା​‌ରେ। ବିଶେଷଜ୍ଞଙ୍କ ମତ ଅନୁଯାୟୀ ଗୋଡରେ ଯନ୍ତ୍ରଣା ହୃଦଘାତ ସହିତ ଜଡିତ ହୋଇପାରେ।  ଯାହା ପେରିଫେରାଲ୍ ଧମନୀ ରୋଗ ସହିତ ସିଧାସଳଖ ଜଡିତ। ପେରିଫେରାଲ୍ ଧମନୀ ରୋଗ ହେତୁ କୋଲେଷ୍ଟ୍ରଲ ବୃଦ୍ଧି ଘଟେ । ଯଦି ପେରିଫେରାଲ୍ ଧମନୀ ରୋଗ ର ଚିକିତ୍ସା କରା ନଯାଏ। ତେବେ ଏହା ଶରୀରର ଅନ୍ୟ ଅଙ୍ଗରେ ଆଥେରୋସ୍କ୍ଲେରୋସିସ୍  ହୋଇପାରେ। ଏହା ହୃଦଘାତ ଏବଂ ଅନ୍ୟାନ୍ୟ ହୃଦଘାତ ଜନିତ ସମସ୍ୟା ହେବାର ଆଶଙ୍କା ବଢ଼ାଇଥାଏ । ତେଣୁ ଯଦି ଗୋଡରେ ବାରମ୍ବାର ଯନ୍ତ୍ରଣା ଅନୁଭବ କରୁଛନ୍ତି , ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories