www.samajalive.in
Saturday, December 13, 2025
26.1 C
Bhubaneswar

୩୫ ଲିଟର ମଦ ଜବତ, ୨ ଗିରଫ

ପାଟଣା : ପାଟଣା ବ୍ଲକ ତୁରୁମୁଙ୍ଗା ଅଞ୍ଚଳ ଚାକୁଣ୍ଡାପାଳ ଗ୍ରାମର ବାବୁଲି ମୁଣ୍ଡାଙ୍କଠାରୁ ତୁରୁମୁଙ୍ଗା ପୁଲିସ ୧୮ ଲିଟର ମହୁଲି ମଦ ଜବତ କରିଛି। ସେହିପରି ତୁରୁମୁଙ୍ଗା ପୁଲିସ ନିଜ ଥାନା ଅଞ୍ଚଳରୁ ସଦର ଥାନା ଅନ୍ତର୍ଗତ ଦେଓବନ୍ଧ ଗ୍ରାମର ବାପୁଜୀ ନାଏକଙ୍କ ଠାରୁ ୧୭ ଲିଟର ମହୁଲି ମଦ ଜବତ କରିଛି। ଉଭୟଙ୍କଠାରୁ ମୋଟ ୩୫ ଲିଟର ମହୁଲି ମଦ ଜବତ କରାଯାଇଥିବା ବେଳେ ଉଭୟଙ୍କୁ ୪୧ ଧାରାରେ ନୋଟିସ ଦିଆଯାଇ ଛାଡ଼ି ଦିଆଯାଇଥିବା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ସୂଚନା ଦେଇଛନ୍ତି ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories