www.samajalive.in
Sunday, December 14, 2025
23.1 C
Bhubaneswar

ମୁଖ୍ୟମନ୍ତ୍ରୀ ମୋତେ ବିଶ୍ୱାସ କରିଛନ୍ତି, ମା ସମାଲେଇଙ୍କ ଆଶୀର୍ବାଦରୁ ନିଶ୍ଚୟ ବିଜୟୀ ହେବି: ପ୍ରଣବ

ସମ୍ବଲପୁର : ବିଜେଡି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ଆସନର ବିଜେଡି ପ୍ରାର୍ଥି ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଜିଲା ଗସ୍ତରେ ଆସିଛନ୍ତି। ସମ୍ବଲପୁର ଲୋକସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ଘୋଷଣା କରିବା ପରେ ଆଜି ସମ୍ବଲପୁରକୁ ପ୍ରଥମ ଗସ୍ତ ଥିବାରୁ ନେତା କର୍ମୀ ବେଶ ଉତ୍ସାହିତ ଥିଲେ।

ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବଳପୁର ଲୋକସଭା ପ୍ରାର୍ଥୀ ଭାବେ ମୁଖ୍ୟ ମନ୍ତ୍ରୀ ମୋହର ମାରିବା ପରେ ଆଜି ପ୍ରଥମ ଥର ପାଇଁ ସମ୍ବଲପୁର ଗସ୍ତରେ ଆସି ମା ସମଲେଶ୍ଵରୀ ଙ୍କୁ ଦର୍ଶନ କରିବା ସହିତ ମାଙ୍କ ଆଶୀର୍ବାଦ ନେଇଛନ୍ତି। ସମ୍ବଲପୁର ମୋର ଘର ଓ ଆଜି ସମ୍ବଳପୁର ଆସି ମୁ ଭାବବିହ୍ୱଳ ବୋଲି  ପ୍ରଣବ କହିଛନ୍ତି। ସମ୍ବଲପୁର ବାସୀ ଆଜି ମୋତେ ବହୁତ୍ ଭଲପାଇବା ଦେଇଛନ୍ତି ଓ ବିଜେଡ଼ିର ବଡ଼ ବିଜୟ ହେବ ବୋଲି କହିଛନ୍ତି । ରେଙ୍ଗାଲି ନିର୍ବାଚନ ଯାଇ ଏକ ସାଧାରଣ ସଭାର ଉଦବୋଧନ ଦେଇ କହିଥିଲେ ମୁଖ୍ୟମନ୍ତ୍ରୀ ମୋତେ ବିଶ୍ୱାସ କରିଛନ୍ତି ଆଜି ମା ସମାଲେଇଙ୍କ ଆଶୀର୍ବାଦରୁ ନିଶ୍ଚୟ ବିଜୟୀ ହେବି ବୋଲି ପ୍ରକାଶ କରିଛନ୍ତି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି।

- Advertisement -

 

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories