www.samajalive.in
Sunday, December 14, 2025
26.1 C
Bhubaneswar

ଖସିଲା ସୁନା-ରୂପା ଦାମ୍, ଜାଣନ୍ତୁ କେତେ…

ନୂଆଦିଲ୍ଲୀ : ହ୍ରାସ ପାଇଲା ସୁନା-ରୂପା ଦାମ୍ । ବୁଧବାର ଅର୍ଥାତ୍ ୨୭ ମାର୍ଚ୍ଚରେ ସୁନା-ରୂପା ଦାମ୍ ଖସିଛି । ଯଦି ଆପଣ ସୁନା କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଜାଣିନିଅନ୍ତୁ ସୁନା-ରୂପା ଦାମ୍ କେତେ ଟଙ୍କା ଖସିଛି…

ଆଜି ଦେଶରେ ୨୭ ମାର୍ଚ୍ଚରେ ୨୪ କ୍ୟାରେଟ୍ ସୁନା ଦାମ୍ ୩୦୦ ଟଙ୍କା ଅର୍ଥାତ୍ ୦.୪୫ ପ୍ରତିଶତ ହ୍ରାସ ପାଇ ୬୬,୪୨୦ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଯାଇଛି । ୨୨ କ୍ୟାରେଟ୍ ସୁନା ଦାମ୍ ୬୦,୮୪୦ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଯାଇଛି । ସେହିଭଳି ରୂପା ମଧ୍ୟ ଶସ୍ତା ହୋଇଛି । ଆଜି ରୂପା ଦାମ୍ ୦.୬୭ ପ୍ରତିଶତ ଅର୍ଥାତ୍ ୫୦୦ ଟଙ୍କା ପ୍ରତି କିଲୋ ହ୍ରାସ ପାଇ ୭୩,୮୦୦ ଟଙ୍କା ହୋଇଯାଇଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories