www.samajalive.in
Friday, December 12, 2025
27.1 C
Bhubaneswar

ମେ ୧୫ରୁ ୩୧ ମଧ୍ୟରେ ସିୟୁଇଟି-ୟୁଜି ପରୀକ୍ଷା ଆୟୋଜନ କରିବ ଏନଟିଏ

ଡେସ୍କ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପୂର୍ବ ଘୋଷଣା ଅନୁଯାୟୀ ମେ ୧୫ରୁ ୩୧ ତାରିଖ ମଧ୍ୟରେ ସିୟୁଇଟି-ୟୁଜି ପରୀକ୍ଷା ଆୟୋଜନ କରିବ। ଏହି ସମୟ ମଧ୍ୟରେ ମେ’ ୨୦ ଓ ୨୫ ତାରିଖରେ ସାଧାରଣ ନିର୍ବାଚନ ତାରିଖ ରହିଛି। ୟୁଜିସି ଅଧ୍ୟକ୍ଷ ଏମ୍ ଜଗଦୀଶ କୁମାର ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ମାର୍ଚ୍ଚ ୨୬ରେ ଆବେଦନ ପତ୍ର ଦାଖଲର ଶେଷ ତାରିଖ ପରେ ସିୟୁଇଟି-ୟୁଜି ପାଇଁ ପଞ୍ଜୀକୃତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏବଂ ସେମାନଙ୍କ ଭୌଗୋଳିକ ବଣ୍ଟନ ଜଣାପଡ଼ିବ।

ବିବେକ ସହାୟ ପଶ୍ଚିମବଙ୍ଗ ନୂଆ ପୁଲିସ ମହାନିର୍ଦ୍ଦେଶକ, ୨୦୨୧ରେ ନିଲମ୍ବନ କରିଥିଲେ ନିର୍ବାଚନ କମିଶନ

- Advertisement -

ଏହି ତଥ୍ୟ ଏବଂ ନିର୍ବାଚନ ତାରିଖକୁ ଆଧାର କରି ଏନଟିଏ ସିୟୁଇଟି-ୟୁଜି ପରୀକ୍ଷା ପାଇଁ ମେ ୧୫ରୁ ୩୧ ମଧ୍ୟରେ ତାରିଖ ଘୋଷଣା କରିବ।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories