www.samajalive.in
Sunday, December 14, 2025
23.1 C
Bhubaneswar

୨୦୨୪ ଲୋକସଭା ନିର୍ବାଚନ – କେଉଁ ପର୍ଯ୍ୟାୟରେ କେଉଁଠି ହେବ ଭୋଟ

ଡେସ୍କ: ୨୦୨୪ ସାଧାରଣ ନିର୍ବାଚନ ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ନିର୍ବାଚନ କମିଶନ ଆଜି ଏ ବିଷୟରେ ସୂଚନା ଦେଇଛନ୍ତି। ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୧୯ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ , ମେ ୭ରେ ତୃତୀୟ ପର୍ଯ୍ୟାୟ, ମେ ୧୩ରେ ଚତୁର୍ଥ ପର୍ଯ୍ୟାୟ, ମେ ୨୦ରେ ପଞ୍ଚମ ପର୍ଯ୍ୟାୟ, ମେ ୨୫ରେ ଷଷ୍ଠ ପର୍ଯ୍ୟାୟ ଓ ଜୁନ ୧ରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଜୁନ ୪ ତାରିଖରେ ମତଗଣନା କରାଯିବ।

ପର୍ଯ୍ୟାୟ: ପ୍ରଥମ
ଲୋକସଭା ଆସନ ସଂଖ୍ୟା: ୧୦୨
ନିର୍ବାଚନ ତାରିଖ ଘୋଷଣା: ୧୬.୦୩.୨୦୨୪
ଗେଜେଟ ବିଜ୍ଞପ୍ତି: ୨୦.୦୩.୨୦୨୪
ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ: ୨୮.୦୩.୨୦୨୪
ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୩୦.୦୩.୨୦୨୪
ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ: ୦୨.୦୪.୨୦୨୪
ଭୋଟ ଗ୍ରହଣ ତାରିଖ: ୧୯.୦୪.୨୦୨୪
ଭୋଟ ଗଣତି ତାରିଖ: ୦୪.୦୬.୨୦୨୪

- Advertisement -

ପର୍ଯ୍ୟାୟ: ଦ୍ଵିତୀୟ
ଲୋକସଭା ଆସନ ସଂଖ୍ୟା: ୮୯
ନିର୍ବାଚନ ତାରିଖ ଘୋଷଣା: ୧୬.୦୩.୨୦୨୪
ଗେଜେଟ ବିଜ୍ଞପ୍ତି: ୨୮.୦୩.୨୦୨୪
ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ: ୦୪.୦୪.୨୦୨୪
ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୦୬.୦୪.୨୦୨୪
ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ: ୦୮.୦୪.୨୦୨୪
ଭୋଟ ଗ୍ରହଣ ତାରିଖ: ୨୬.୦୪.୨୦୨୪
ଭୋଟ ଗଣତି ତାରିଖ: ୦୪.୦୬.୨୦୨୪

ପର୍ଯ୍ୟାୟ: ତୃତୀୟ
ଲୋକସଭା ଆସନ ସଂଖ୍ୟା: ୯୪
ନିର୍ବାଚନ ତାରିଖ ଘୋଷଣା: ୧୬.୦୩.୨୦୨୪
ଗେଜେଟ ବିଜ୍ଞପ୍ତି: ୧୨.୦୪.୨୦୨୪
ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ: ୧୯.୦୪.୨୦୨୪
ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୨୦.୦୪.୨୦୨୪
ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ: ୨୨.୦୪.୨୦୨୪
ଭୋଟ ଗ୍ରହଣ ତାରିଖ: ୦୭.୦୫.୨୦୨୪
ଭୋଟ ଗଣତି ତାରିଖ: ୦୪.୦୬.୨୦୨୪

ପର୍ଯ୍ୟାୟ: ଚତୁର୍ଥ
ଲୋକସଭା ଆସନ ସଂଖ୍ୟା: ୯୬
ନିର୍ବାଚନ ତାରିଖ ଘୋଷଣା: ୧୬.୦୩.୨୦୨୪
ଗେଜେଟ ବିଜ୍ଞପ୍ତି: ୧୮.୦୪.୨୦୨୪
ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ: ୨୫.୦୪.୨୦୨୪
ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୨୬.୦୪.୨୦୨୪
ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ: ୨୯.୦୪.୨୦୨୪
ଭୋଟ ଗ୍ରହଣ ତାରିଖ: ୧୩.୦୫.୨୦୨୪
ଭୋଟ ଗଣତି ତାରିଖ: ୦୪.୦୬.୨୦୨୪

ପର୍ଯ୍ୟାୟ: ପଞ୍ଚମ
ଲୋକସଭା ଆସନ ସଂଖ୍ୟା: ୪୯
ନିର୍ବାଚନ ତାରିଖ ଘୋଷଣା: ୧୬.୦୩.୨୦୨୪
ଗେଜେଟ ବିଜ୍ଞପ୍ତି: ୨୬.୦୪.୨୦୨୪
ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ: ୦୩.୦୫.୨୦୨୪
ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୦୪.୦୫.୨୦୨୪
ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ: ୦୬.୦୫.୨୦୨୪
ଭୋଟ ଗ୍ରହଣ ତାରିଖ: ୨୦.୦୫.୨୦୨୪
ଭୋଟ ଗଣତି ତାରିଖ: ୦୪.୦୬.୨୦୨୪

ପର୍ଯ୍ୟାୟ: ଷଷ୍ଠ
ଲୋକସଭା ଆସନ ସଂଖ୍ୟା: ୫୭
ନିର୍ବାଚନ ତାରିଖ ଘୋଷଣା: ୧୬.୦୩.୨୦୨୪
ଗେଜେଟ ବିଜ୍ଞପ୍ତି: ୨୯.୦୪.୨୦୨୪
ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ: ୦୬.୦୫.୨୦୨୪
ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୦୭.୦୫.୨୦୨୪
ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ: ୦୯.୦୫.୨୦୨୪
ଭୋଟ ଗ୍ରହଣ ତାରିଖ: ୨୫.୦୫.୨୦୨୪
ଭୋଟ ଗଣତି ତାରିଖ: ୦୪.୦୬.୨୦୨୪

ପର୍ଯ୍ୟାୟ: ସପ୍ତମ
ଲୋକସଭା ଆସନ ସଂଖ୍ୟା: ୫୭
ନିର୍ବାଚନ ତାରିଖ ଘୋଷଣା: ୧୬.୦୩.୨୦୨୪
ଗେଜେଟ ବିଜ୍ଞପ୍ତି: ୦୭.୦୫.୨୦୨୪
ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ: ୧୪.୦୫.୨୦୨୪
ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୧୫.୦୫.୨୦୨୪
ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ: ୧୭.୦୫.୨୦୨୪
ଭୋଟ ଗ୍ରହଣ ତାରିଖ: ୦୧.୦୬.୨୦୨୪
ଭୋଟ ଗଣତି ତାରିଖ: ୦୪.୦୬.୨୦୨୪

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories