www.samajalive.in
Saturday, December 13, 2025
21.1 C
Bhubaneswar

ମମତା ବାନାର୍ଜୀ ଗୁରୁତର – ମୁଣ୍ଡରେ ଲାଗିଛି ଆଘାତ

କୋଲକତା- ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତର ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଚିକିତ୍ସା ପାଇଁ ଏସ୍‌ଏସ୍‌କେଏମ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଟିଏମ୍‌ସି ପକ୍ଷରୁ ନିଜର ଟ୍ୱିଟର ବା ଏକ୍ସ ଆକାଉଣ୍ଟରେ ଏହାର ସୂଚନା ଦିଆଯାଇଛି ।

ଏହି ଫଟୋରେ ମମତାଙ୍କ କପାଳରୁ ରକ୍ତ ବାହାରୁଥିବା ଦେଖିବା ପାଇଁ ମିଳିଛି । ମମତା ତାଙ୍କ ଘରେ ଟ୍ରେଡିଂ ମିଲ୍‌ରେ ଚାଲୁଥିବା ବେଳେ ପଡିଯାଇଥିଲେ ବୋଲି କୁହାଯାଉଛି । ମାତ୍ର ଏ ବିଷୟରେ ଟିଏମ୍‌ସି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

- Advertisement -

ଚଳିତ ବର୍ଷ ଜାନୁଆରୀରେ ମମତା ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ସେ କୋଲକାତ ଫେରୁଥିବା ବେଳେ ପ୍ରବଳ ବର୍ଷା ଏବଂ କୁହୁଡି ଯୋଗୁଁ ତାଙ୍କର କାର ଦୁର୍ଘଟଣାଗ୍ରସ୍ତ ହୋଇ

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories