www.samajalive.in
Wednesday, December 10, 2025
14.1 C
Bhubaneswar

ଖୁଚୁରା ମୁଦ୍ରା ଗ୍ରହଣ କରିବା ପାଇଁ ବ୍ୟାଙ୍କମାନଙ୍କୁ ନିର୍ଦେଶ ଦେଲେ ରିଜର୍ଭ ବ୍ୟାଙ୍କ

ବ୍ୟାଙ୍କମାନଙ୍କୁ ଗ୍ରାହକଙ୍କଠାରୁ ଖୁଚୁରା ମୁଦ୍ରା ଗ୍ରହଣ କରିବାକୁ ନିର୍ଦେଶ ଦେଲେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆରବିଆଇ)।

ବ୍ୟାଙ୍କମାନଙ୍କରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ନିର୍ଦେଶ । ଏକ ଟଙ୍କିଆ ଓ ଦୁଇଟଙ୍କିଆ ସହ ସମସ୍ତ ଖୁଚୁରା ମୁଦ୍ରା ଓ ଟଙ୍କା ଗ୍ରହଣ କରିବା ପାଇଁ ନିର୍ଦେଶ ।

- Advertisement -

ବ୍ୟାଙ୍କରେ ପଲିଥିନ ମୁଣା ରଖିବା ପାଇଁ ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି ।

ବ୍ୟାଙ୍କମାନେ ଖୁଚୁରା ଗ୍ରହଣ କରୁ ନଥିବା ଅଭିଯୋଗ ହେଉଥିବାରୁ ଏପରି ନିର୍ଦେଶ ଦିଆଯାଇଛି ।

ବ୍ୟାଙ୍କମାନେ ଖୁଚୁରା ଗ୍ରହଣ କରୁଛନ୍ତି କି ନାହିଁ ସେ ବିଷୟରେ ତଦାରଖ କରିବା ପାଇଁ ବ୍ୟାଙ୍କକୁ ନିୟନ୍ତ୍ରଣ କରୁଥିବା କାର୍ଯ୍ୟାଳୟକୁ ଅଚାନକ ଯାଞ୍ଚ କରିବା ପାଇଁ ନିର୍ଦେଶ ।
ଫେବ୍ରୁଆରୀ ୧୫ ତାରିଖରେ ଏ ବିଷୟରେ ବିଜ୍ଞପ୍ତି ଜାରି କରିଛି ଆରବିଆଇ ।

www.samajalive.in

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories