www.samajalive.in
Saturday, December 13, 2025
26.1 C
Bhubaneswar

ଇଡ଼ିରେ ହାଜର ହେଲେ ଦୀପକ ଗୁପ୍ତାଙ୍କ ବାପା

ଭୁବନେଶ୍ୱର: ଉଲିବୁର ଖଣି ଦୁର୍ନୀତି ମାମଲାରେ ଇଡ଼ିରେ ହାଜର ହୋଇଛନ୍ତି ଦୀପକ ଗୁପ୍ତାଙ୍କ ବାପା । ଦୀପକଙ୍କ ବାପା ହରିଚରଣଙ୍କୁ ହାଜର ପାଇଁ ପୂର୍ବରୁ ନୋଟିସ୍‍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତ ୧ତାରିଖରେ ଭୁବନେଶ୍ୱର, ବଡବିଲ, କୋଲକତାରେ ଚଢଉ କରିଥିଲା ଇଡି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories