www.samajalive.in
Wednesday, December 10, 2025
14.1 C
Bhubaneswar

ହେଲିକପ୍ଟରରେ ଝୁଲୁଛି ଗାଈ, କାରଣ ଜାଣିଲେ ହେବେ ଭାବୁକ

ନୂଆଦିଲ୍ଲୀ : ଏବେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ଗାଈକୁ ହେଲିକପ୍ଟରରେ ଏୟାରଲିଫ୍ଟ କରାଯାଉଛି । ଭାଇରାଲ ହେଉଥିବା ଏହି ଭିଡିଓଟି ସ୍ବିଜରଲ୍ୟାଣ୍ଡର ବୋଲି କୁହାଯାଉଛି । ଏଥିରେ ଏକ ଗାଈକୁ ଶୂନ୍ୟରେ ଉଡାଇ ନିଆଯାଉଛି । ଭିଡିଓଟି ନଜର ଆସିବା ପରେ ସମସ୍ତେ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି ।

- Advertisement -

ଭିଡିଓରେ ଗାଈଟି ଅତି ଶାନ୍ତିରେ ଉଡିବାର ମଜା ନେଉଛି । ତେବେ ଦୁଃଖର କଥା ହେଉଛି ଗାଈକୁ ଚିକିତ୍ସା ପାଇଁ ନିଆଯାଉଛି । ଗାଈଟି ଅସୁସ୍ଥ ଅଛି । ଏକ୍ସରେ ଏହି ଭିଡିଓଟି ସେୟାର ହେବା ପରେ ସମସ୍ତେ ଏହାକୁ ପସନ୍ଦ କରିବା ସହ ଭାବୁକ ହେଉଛନ୍ତି । ଏହାକୁ ଏପର୍ଯ୍ୟନ୍ତ ୨୭ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ସମସ୍ତେ ପ୍ରତିକ୍ରିୟା ରଖି ଗାଈର ଆରୋଗ୍ୟ କାମନା କରୁଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories