www.samajalive.in
Sunday, December 14, 2025
26.1 C
Bhubaneswar

୪ପ୍ରତିଶତ ବଢିଲା କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର ଆସିଛି। କେନ୍ଦ୍ର କ୍ୟାବିନେଟରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ପ୍ରତିଶତ ବଢାଇବାକୁ ନିଷ୍ପତି ନିଆଯାଇଛି। ମହଙ୍ଗା ଭତ୍ତା ୪୬ପ୍ରତିଶତରୁ ବଢି ୫୦ପ୍ରତିଶତ ହେବ। ୨୦୨୪ ଜାନୁଆରୀ ପହିଲାରୁ ଏହା ଲାଗୁ ହେବ ବୋଲି କୁହାଯାଇଛି। ଏହି ନିଷ୍ପତି ଯୋଗୁ ୪୮ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୬୭ଲକ୍ଷ ପେନସନ ଭୋଗୀ ଉପକୃତ ହେବ। ଜୁଲାଇ ୨୦୨୩ରେ ମହଙ୍ଗା ଭତ୍ତା ୪୨ରୁ ବଢି ୪୬ପ୍ରତିଶତ ହୋଇଥିଲା। ସେପଟେ ଉଜ୍ୱଳା ଗ୍ୟାସରେ ଦିଆଯାଉଥିବା ୩ଶହ ଟଙ୍କା ସବସିଡିକୁ ଆଉ ବର୍ଷେ ପାଇଁ ବଢାଇ ଦିଆଯାଇଛି। ମହିଳାଙ୍କୁ ମାର୍ଚ୍ଚ ୩୧ ୨୦୨୫ ଯାଏଁ ଉଜ୍ଜଳା ଯୋଜନାରେ ସବସିଡି ମିଳିବ ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories