www.samajalive.in
Friday, December 12, 2025
16.1 C
Bhubaneswar

ସ୍ବର୍ଣ୍ଣ ଋଣ ଉପରେ ରିଜର୍ଭ ବ୍ୟାଙ୍କର କଟକଣା

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ନନ୍-ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ ଆଇଆଇଏଫଏଲ୍ ଫାଇନାନ୍ସ ଉପରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ରିଜର୍ଭ ବ୍ୟାଙ୍କ ଆଇଆଇଏଫଏଲକୁ ନୂଆ ସ୍ବର୍ଣ୍ଣ ଋଣ ଜାରି କରିବା ଉପରେ ରୋକ ଲଗାଇ ଦେଇଛି । ତେବେ ପୂର୍ବରୁ ଜାରି ସ୍ବର୍ଣ୍ଣ ଋଣ ଚାଲୁ ରହିବ ।

ରିଜର୍ଭ ବ୍ୟାଙ୍କ ପରିଚାଳନାଗତ ସମସ୍ୟାକୁ ଦେଖି ଆଇଆଇଏଫଏଲ୍ ଫାଇନାନ୍ସ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି । କେନ୍ଦ୍ର ବ୍ୟାଙ୍କର କହିବାନୁସାରେ ସଂସ୍ଥାର ଅନେକ ତ୍ରୁଟି ସାମ୍ନାକୁ ଆସିଛି । କମ୍ପାନୀର ସମସ୍ତ ଅପରେସନର ସ୍ବତନ୍ତ୍ର ଅଡିଟ୍ ହେବ । ସ୍ବତନ୍ତ୍ର ଅଡିଟ୍ ପରେ କଟକଣା ଉପରେ ପୁଣି ବିଚାର କରାଯିବ ।  କହିରଖୁଛୁ ସୋମବାର ସଂସ୍ଥାର ଷ୍ଟକ୍ ୩.୩୫ ପ୍ରତିଶତ ହ୍ରାସ ପାଇ ୫୯୮.୧୦ ସ୍ତରରେ ବନ୍ଦ ହୋଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories