www.samajalive.in
Saturday, December 13, 2025
26.1 C
Bhubaneswar

ଧମାଲ କରୁଛି ସାହିଦ-କ୍ରିତିଙ୍କ ଫିଲ୍ମ

ସମାଜ ଡିଜିଟାଲ ଡେସ୍କ: ବଲିଉଡ ଅଭିନେତା ସାହିଦ କପୁର ଓ ଅଭିନେତ୍ରୀ କ୍ରିତି ସାନନଙ୍କ ଫିଲ୍ମ ‘ତେରୀ ବାତୋ ମେଁ ଐଶା ଉଲଝା ଜିୟା’ ବକ୍ସ ଅଫିସରେ ଧମାଲ କରୁଛି । ଶୁକ୍ରବାର ଦିନ ଫିଲ୍ମଟି ରିଜିଲା ହୋଇଥିବା ବେଳେ ପ୍ରଥମ ଦିନରେ ଫ୍ୟାନ୍ସମାନଙ୍କୁ ବହୁତ ଭଲ ଲାଗିଛିି । ଏହି ଫିଲ୍ମରେ ପ୍ରଥମ ଥର ଉଭୟ ଷ୍ଟାର ସ୍କ୍ରିନ ସେୟାର କରିଛନ୍ତି । ଉଭୟଙ୍କ କେମେଷ୍ଟ୍ରି ପୁରା ବଲିଉଡରେ ଛାଇ ଯାଇଛି । ପ୍ରଥମ ଦିନରେ ଏହା ୬.୫୦କୋଟି ଟଙ୍କା ବ୍ୟବସାୟ କରିସାରଛି । ଆଗାମି ଦିନରେ ଫିଲ୍ମଟି ବକ୍ସ ଅଫିସରେ ଭଲ କଲେକସନ୍‌ କରିବ ବୋଲି ଆଶା ରଖିଛନ୍ତି ଫିଲ୍ମ ନିର୍ମାତା ।
ଫିଲ୍ମରେ ସାହିଦ କପୁରଙ୍କୁ ଜଣେ ବୈଜ୍ଞାନିକ ଭୂମିକାରେ ଅଭିନୟ କରିଥିବା ଦେଖିବାକୁ ମିଳିଥିବା ବେଳେ କ୍ରିତି ସାନନଙ୍କୁ ଜଣେ ମହିଳା ରୋବଟ୍‌ରେ ଦେଖିବାକୁ ମିଳିଛି । ଫିଲ୍ମର ଟାଇଟଲ ସଙ୍ଗଟି ଫ୍ୟାନ୍ସଙ୍କୁ ବହୁତ ମାତ୍ରାରେ ଭଲ ଲାଗିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories